ETV Bharat / city

ଅନ୍ତମ ପର୍ଯ୍ୟାୟରେ ଏସସିବି ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା

author img

By

Published : Mar 21, 2020, 10:37 AM IST

କଟକରେ ଉଚ୍ଛେଦ ପ୍ରକ୍ରିୟା ଜାରି । ଏସସିବି ସମ୍ପ୍ରସାରଣ ଦିଗରେ ଆଜି ରାଣୀହାଟ ପୂଜା ମଣ୍ଡପ ସାମ୍ନାରେ କ୍ଲବ, ବିଲ୍ଡଂର ଉଚ୍ଛେଦ କରାଯାଇଛି । ଅଧିକ ପଢନ୍ତୁ...

ଅନ୍ତମ ପର୍ଯ୍ୟାୟରେ ଏସସିବି ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା
ଅନ୍ତମ ପର୍ଯ୍ୟାୟରେ ଏସସିବି ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା

କଟକ: ଏସସିବି ମେଡିକାଲର ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଜାରି । ଆଜି ରାଣୀହାଟ ପୂଜା ମଣ୍ଡପ ସାମ୍ନାରେ ଥିବା ପ୍ରିନ୍ସ କ୍ଲବ, ପୁରୁଣା ବିଲ୍ଡଂ, 5ଟି ସରକାରୀ କ୍ବାଟରକୁ ଆଜି ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟାରେ 3ଟି ବୁଲଡୋଜର ସହ 20 ଜଣ କର୍ମଚାରୀ, 4 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜତ ହୋଇଥିଲେ । ତେବେ ତାଳଦଣ୍ଡା କେନାଲ ନିକଟରେ ଆଉ ଅଳ୍ପ କିଛି ବସ୍ତିକୁ ଉଚ୍ଛେଦ କରିବା ପରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.