ETV Bharat / city

ରଜ ପାଇଁ ସ୍ଥଗିତ ହେଲା ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା - ରଜ ପାଇଁ ସ୍ଥଗିତ

ରଜ ପାଇଁ ସ୍ଥଗିତ ରହିଲା ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା । ଆସନ୍ତା 14 ଓ 15 ତାରିଖ ଦିନ ହେବାକୁ ଥିବା ମୂଲ୍ୟାୟନ ପ୍ରକ୍ରିୟାକୁ ବାତିଲ କରାଯାଇଛି । ଅଧିକ ପଢନ୍ତୁ..

ରଜ ପାଇଁ ସ୍ଥଗିତ ହେଲା ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା

author img

By

Published : Jun 12, 2020, 10:37 PM IST

କଟକ: ରଜ ପାଇଁ ସ୍ଥଗିତ ରହିଲା ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା । ଆସନ୍ତା 14 ଓ 15 ତାରିଖ ଦିନ ହେବାକୁ ଥିବା ମୂଲ୍ୟାୟନ ପ୍ରକ୍ରିୟାକୁ ବାତିଲ କରାଯାଇଛି । ଏନେଇ ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ତେବେ ଏହି ଦୁଇ ଦିନ ମୂଲ୍ୟାୟନ ପ୍ରକ୍ରିୟା ବାତିଲ କରିବା ନେଇ ବିଭିନ୍ନ ମୂଲ୍ୟାୟନ କେନ୍ଦ୍ର ପକ୍ଷରୁ ଅନୁରୋଧ ଆସିବା ପରେ ବୋର୍ଡ ଏହି ନିଷ୍ପତ୍ତି ନେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.