ETV Bharat / city

ନବବଧୂ ବେଶରେ ଝଲସୁଛି ସିଲଭର ସିଟି - କଟକ ଦଶହରା ଲାଇଟ

କଟକରେ ଚଳିତବର୍ଷ ପୂଜାରେ ଚନ୍ଦ୍ର ଯାନ, ଭାରତ ଗେଟ, ସର୍ଜିକାଲ ଷ୍ଟ୍ରାଇକରେ ଜ୍ଵଳନ୍ତ ଉଦାହରଣ ଲାଇଟ ମାଧ୍ୟମରେ ଦେଖିବକୁ ମିଳିଛି ।

ନବବଧୂ ବେଶରେ ଝଲସୁଛି ସିଲଭର ସିଟି
author img

By

Published : Oct 6, 2019, 5:46 AM IST

କଟକ: ଚଳିତବର୍ଷ ଦୁର୍ଗାପୂଜାକୁ ନେଇ ନବବଧୂ ପରି ସଜେଇ ହୋଇଛି କଟକ ସହର । ବିଭିନ୍ନ ରଙ୍ଗର ଆଲୋକ ମାଳା ସହରର ଗଳିକନ୍ଦିରେ ଦୃଶ୍ୟମାନ ହେଉଛି । ଯାହାକୁ ନେଇ ବେଶ ଉତ୍ସହିତ ଭକ୍ତ ଓ ଶ୍ରଦ୍ଧାଳୁ । ବିଶେକରି କଟକରେ ଚଳିତବର୍ଷ ପୂଜାରେ ଚନ୍ଦ୍ର ଯାନ, ଭାରତ ଗେଟ, ସର୍ଜିକାଲ ଷ୍ଟ୍ରାଇକରେ ଜ୍ଵଳନ୍ତ ଉଦାହରଣ ଲାଇଟ ମାଧ୍ୟମରେ ଦେଖିବକୁ ମିଳିଛି ।

ନବବଧୂ ବେଶରେ ଝଲସୁଛି ସିଲଭର ସିଟି

ଶନିବାର ସମସ୍ତ ମଣ୍ଡପରେ ସପ୍ତମୀ ପୂଜା ଶେଷ ହୋଇଛି । ଶନିବାର କଟକରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାରୁ ମିଳିଥିଲା । ତେବେ ମା' ଙ୍କୁ ଦର୍ଶନ କରିସାରି ଲାଇଟର ମଜା ଉଠାଉଛନ୍ତି ଲୋକେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଚଳିତବର୍ଷ ଦୁର୍ଗାପୂଜା କୁ ନେଇ ନବ ବଧୂ ପରି ସଜେଇ ହୋଇଛି କଟକ ସହର । ବିଭିନ୍ନ ରଙ୍ଗ ର ଆଲୋକ ମାଳା ରେ ସହର ର ଗଳି କନ୍ଦି ରେ ଦୃଶ୍ୟମାନ ହେଉଛି । ଯାହାକୁ ନେଇ ବେଶ ଉତ୍ସହିତ ଭକ୍ତ ଓ ଶ୍ରଦ୍ଧାଳୁ । ବିଶେକରି କଟକ ରେ ଚଳିତବର୍ଷ ପୂଜା ରେ ଚନ୍ଦ୍ର ଯାନ, ଭାରତ ଗେଟ , ସର୍ଜିକାଲ ଷ୍ଟ୍ରାଇକ ରେ ଜ୍ଵଳନ୍ତ ଉଦାହରଣ ଲାଇଟ ମାଧ୍ୟମରେ ଦେଖିବକୁ ମିଳିଛି ।

ଆଜି ସମସ୍ତ ମଣ୍ଡପ ରେ ସପ୍ତମୀ ପୂଜା ଜାରି ରହିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଛି । ଗୋଟେ ପଟେ ମାଆ ଙ୍କୁ ଦର୍ଶନ କରିସାରି ଲାଇଟ ର ମଜା ଉଠାଉଛନ୍ତି ଲୋକେ ।

Body:ବାଇଟ: କିଶୋର ବେହେରା( ଶେଖ ବଜାର ପୂଜା କମିଟି ସାଧାରଣ ସମ୍ପାଦକ )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.