ETV Bharat / city

‘ଫକୀରମୋହନ ମେଡିକାଲ କଲେଜରେ ଆସିବ ସୁଧାର’ - fakir mohan medical college

ଖୁବଶୀଘ୍ର ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜରେ ଆସିବ ସୁଧାର । ପୂରଣ ହେବ ଡାକ୍ତର ପଦବୀ । ଏନେଇ ଆଜି ଆରଡିସି କାର୍ଯ୍ୟାଳୟରେ ଅନୁଷ୍ଠିତ ବାଲେଶ୍ଵର ସ୍ଵାସ୍ଥ୍ୟ ବିକାଶ ସମିତି ବୈଠକରେ ଏହାର ପ୍ରତିକାର ପାଇଁ ନିଷ୍ପତ୍ତି ନିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 12, 2019, 5:29 PM IST

କଟକ: ଜରାଜୀର୍ଣ୍ଣ ଅବସ୍ଥାରେ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ । ନା ଅଛନ୍ତି ପର୍ଯ୍ୟାପ୍ତ ଡାକ୍ତର, ନା ହୋଇପାରୁଛି ସନ୍ତୋଷ ମୂଳକ ରୋଗୀ ସେବା । ଯାହାକୁ ନେଇ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ତମାମ ଅସୁବିଧା ଉପରେ ପୂର୍ଣ୍ଣଚ୍ଛେଦ ପକାଇବାର ସମୟ ଆସିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏନେଇ ଆଜି ଆରଡିସି କାର୍ଯ୍ୟାଳୟରେ ଅନୁଷ୍ଠିତ ବାଲେଶ୍ଵର ସ୍ଵାସ୍ଥ୍ୟ ବିକାଶ ସମିତି ବୈଠକରେ ଏହାର ପ୍ରତିକାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କେବଳ ମେଡିକାଲ କଲେଜ ନୁହେଁ ଜିଲ୍ଲାରେ ସମୁଦାୟ 300 ଡାକ୍ତର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା 180 ରହିଛନ୍ତି । ତେବେ ଖୁବଶୀଘ୍ର ଡାକ୍ତର ପଦବୀ ପୂରଣ କରାଯିବ ବୋଲି ସେ କହିଛନ୍ତି । ଏହା ସହିତ ବାଲେଶ୍ଵର ମେଡିକାଲର ରୂପରେଖ ମଧ୍ୟ ଖୁବ ଶୀଘ୍ର ପରିବର୍ତ୍ତନ ହେବ ବୋଲି କହିଛନ୍ତି ପ୍ରତାପ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜରାଜୀର୍ଣ୍ଣ ଅବସ୍ଥା ରେ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ । ନାଁ ଅଛନ୍ତି ମାତ୍ରାଧିକ ଡାକ୍ତର ,ନା ହୋଇପାରୁଚି ସନ୍ତୋଷ ମୂଳକ ରୋଗୀ ସେବା । ଯାହାକୁ ନେଇ ରୋଗୀ ମନେ ନାହିଁନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି । ତେବେ ଏହି ତମାମ ଅସୁବିଧା ଉପରେ ପୂର୍ଣଛେଦ ପକାଇବାର ସମୟ ଆସିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ତେବେ ଆଜି ଆରଡିସି କାର୍ଯ୍ୟାଳୟ ରେ ଅନୁଷ୍ଠିତ ବାଲେଶ୍ଵର ସ୍ଵାସ୍ଥ୍ୟ ବିକାଶ ସମିତି ବୈଠକ ରେ ଏପରି ନିଷ୍ପତି ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ତେବେ କହିବାକୁ ଗଲେ ଦୀର୍ଘଦିନ ଧରି ଏହି ସମସ୍ୟା ଫକୀରମୋହନ ମେଡିକାଲ ରେ ଦୃଷ୍ଟିଗୋଚର ହୋଇଆସୁଛି । ଯାହାକୁ ନେଇ ରୋଗୀମାନେ ବେଶ ଅସନ୍ତୋଷ ଜାହିର କରୁଛନ୍ତି । 300 ଡାକ୍ତର ଆଵଶ୍ୟକତା ଥିଲା ବେଳେ ଵର୍ତମାନ ସୁଦ୍ଧା 180 ରହିଛନ୍ତି । ଯାହା ସ୍ପଷ୍ଟ ଜରାଜୀର୍ଣ୍ଣ କୁ ଇଙ୍ଗିତ କରୁଛି । ତେବେ ମେଡିକାଲ ରେ ଆହୁରି ବ୍ୟାପକ ବିକାଶ ହେବ । ଖୁବ ଶୀଘ୍ର ଡ଼ାକ୍ତରୀ ପଦବୀ ପୂର୍ଣ୍ଣ କରାଯିବ । ହେଲଥ ଡେସ୍କ ର ବ୍ୟବସ୍ତା ରହିବ । ତେବେ ଏହା ସହିତ ବାଲେଶ୍ଵର ମେଡିକାଲ ର ରୂପ ରେଖ ମଧ୍ୟ ଖୁବ ଶୀଘ୍ର ପରିବର୍ତ୍ତନ ହେବ ବୋଲି କହିଛନ୍ତି ପ୍ରତାପ ।

Body:ବାଇଟ: ପ୍ରତାପ ଷଡ଼ଙ୍ଗୀ ( କେନ୍ଦ୍ରମନ୍ତ୍ରୀ )
ବାଇଟ: ଅନୀଲ କୁମାର ସାମଲ ( ଆରଡିସି)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.