ETV Bharat / city

କଟକରେ ପୁଣି ଲେଉଟିଲା ଡେଙ୍ଗୁ, ବଢୁଛି ରୋଗୀ ସଂଖ୍ୟା - ପୁଣି ଲେଉଟିଲା ଡେଙ୍ଗୁ।

କଟକରେ ବଢୁଛି ରୋଗୀ ସଂଖ୍ୟା । ଗତ କିଛି ଦିନ ଧରି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ବର୍ତ୍ତମାନ ପୁଣି ଏହାର ପୁନରାବୃତ୍ତି ଘଟିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 11, 2019, 9:51 PM IST

କଟକ: ଗତ କିଛି ଦିନ ଧରି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ବି ଏବେ ଏହି ସଂଖ୍ୟା ବଢିବାରେ ଲାଗିଛି । 2 ଦିନ ପୂର୍ବରୁ କଟକ ବଡ଼ ମେଡିକଲରେ ୧୦୧ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିଲା ବେଳେ ୬ ଜଣ ଗୁରୁତର ଭାବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

କଟକରେ ବଢୁଛି ରୋଗୀ ସଂଖ୍ୟା

ସେହିପରି ଗତ ବୁଧବାର ଦିନ ଏସସିବିରେ ୧୫୫ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ 34 ଟି ଡେଙ୍ଗୁ ପଜେଟିଭ ଥିବା ଜଣା ପଡିଥିଲା। ସେଥିରେ କଟକରେ ସର୍ବାଧିକ ୭ ଜଣ ଡେଙ୍ଗୁ ରୋଗୀ ଥିଲେ।

ସେହିପରି ଆଜି ଏସସିବିରେ ୭୫ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୪ ଡେଙ୍ଗୁରୋଗୀ ଆଇସିୟୁରେ ଅଛନ୍ତି । ସେହିପରି ଆଜି ୧୧୬ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୩୧ ଟି ପଜିଟିଭ ଥିବା ଜଣାପଡିଛି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Intro:ଗତ କିଛି ଦିନ ଧରି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ବି ଏବେ ଏହି ସଂଖ୍ୟା ବଢିବାରେ ଲାଗିଛି ।ଗତ 2 ଦିନ ମଧ୍ୟରେ କଟକ ବଡ଼ ମେଡିକାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।ଗତ 2 ଦିନ ପୂର୍ବରୁ କଟକ ବଡ଼ ମେଡିକଲରେ ୧୦୧ ଜଣ ଡେଙ୍ଗୁ ରିଜି ଚିକିତ୍ସିତ ହେଉଥିଲା ବେଳେ ୬ ଜଣ ଗୁରୁତ୍ୱର ଭାବେ ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି।ସେହିପରି ଗତ ବୁଧବାର ଦିନ ଏସସିବି ରେ ୧୫୫ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ, 34 ଟି ଡେଙ୍ଗୁ ପଜେଟିଭ ଥିବା ଜଣା ପଡିଥିଲା।ସେଥିରେ କଟକରେ ସର୍ବାଧିକ ୭ ଜଣ ଡେଙ୍ଗୁରୋଗୀ ଥିଲେ।ସେହିପରି ଆଜି ଏସସିବିରେ ୭୫ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ୪ ଡେଙ୍ଗୁରୋଗୀ ଆଇସିୟୁରେ ଅଛନ୍ତି ସେହିପରି ଆଜି ୧୧୬ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୩୧ ଟି ରକ୍ତନମୁନା ପଜେଟିଭ ଥିବା ଜଣା ପଡ଼ିଛି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.