ETV Bharat / city

ଘରେ ତାଲା ପକାଇ ନିଆଁ ଲଗାଇଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତ୍ତିଲେ ଚାରି ସଦସ୍ୟ - ମାହାଙ୍ଗା ଥାନା

ବାହାରୁ ତାଲା ପକାଇ ନିଆଁ ଲଗାଇଲେ ଦୁର୍ବୃତ୍ତ । ଜମିବାଡ଼ି ବିବାଦରୁ ଏପରି ଅମାନବୀୟ କାଣ୍ଡ ଘଟାଇଛନ୍ତି ଦୁର୍ବୁତ୍ତ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ
author img

By

Published : Oct 7, 2019, 11:52 PM IST

କଟକ: ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ଅଞ୍ଚଳରେ ଅଭାବନୀୟ ଘଟଣା । ଘରେ ଶୋଇଥିବା ସମୟରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଚାରି ଜଣ ସଦ୍ୟସ ଘରେ ଥିବାବେଳେ ବାହାରପଟୁ ତାଲା ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ।

ଘରେ ତାଲା ପକାଇ ନିଆଁ ଲଗାଇଲେ ଦୁର୍ବୁତ

ମାହାଙ୍ଗା ପଞ୍ଚାୟତ ବାଲିପଡ଼ା ପାଟଣା ସାହିରେ ଘଟିଛି ଏହି ନାରକୀୟ କାଣ୍ଡ । ସୌଭାଗ୍ୟବଶତଃ ଅଳ୍ପକେ ୪ ସଦସ୍ୟ ବର୍ତ୍ତି ଯାଇଛନ୍ତି । ଏନେଇ ମାହାଙ୍ଗା ଥାନାରେ ହୋଇଛି ଅଭିଯୋଗ l ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି ଘଟାଇଛନ୍ତି ଦୁର୍ବୃତ୍ତ ।

ଗ୍ରାମର ବସନ୍ତ ସାମଲ ଓ ଗୋଲାପ ବେହୁରାଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ରହିଆସିଥିଲା । ବସନ୍ତ ସାମଲ ଓ ତାଙ୍କ ପରିବାର ଲୋକ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଗୋଲାପ ବେହୁରା ତାଙ୍କ ଘରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି ।

ତେବେ ନିଆଁ ଲାଗିବା ଦେଖି ଚିତ୍କାର କରିଥିଲେ ଘରେ ଫସିରହିଥିବା ଲୋକ । ପରେ ପଡୋଶୀ ମାନେ ବସନ୍ତ ଓ ତାଙ୍କ ପରିବାର ଲାକଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ମାହାଙ୍ଗା ଥାନା ପୋଲିସ ଅଭିଯୁକ୍ତ ଗୋଲାପ ବେହେରାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଙ୍କର -କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ନାହାଙ୍ଗ ପଞ୍ଚାୟତ ବାଲିପଡ଼ା ପଟଣା ସାହିରେ ଘଟିଛି ଅଭାବନୀୟ ଘଟଣା lପରିବାରର ୪ ଜଣ ସଦସ୍ୟ ଶୋଇଥିବା ବେଳେ ଦୁର୍ବୃତ୍ତ ମାନେ ଘରର ବାହାରପଟୁ ତାଲା ପକାଇ ନିଆଁ ଲଗାଇଦେଇଥିଲେ।ସୌଭାଗ୍ୟବଶତଃ ଅଳ୍ପକେ ବର୍ତି ଯାଇଥିଲେ ୪ ସଦସ୍ୟ।ଏନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି l
ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ଵିଵାଦ ହୋଇଥିଲା।ଗ୍ରାମର ବସନ୍ତ ସାମଲ ଓ ଗୋଲାପ ବେହୁରା ଙ୍କ ପରିବାର ମଧ୍ୟରେ ବିବାଦ ହୋଇଥିଲା।ବସନ୍ତ ସାମଲ ଓ ତାଙ୍କ ପରିବାର ଲୋକ ଶୋଇଥିବା ବେଳେ,ଗୋଲାପ ବେହୁରା ବସନ୍ତ ସାମଲ ଘରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି।ତେବେ ପଡୋଶୀ ମାନେ ବସନ୍ତ ଓ ତାଙ୍କ ପରିବାର ଲାକଙ୍କୁ ଉଦ୍ଧାର କରିଥିଲେ।ଅନ୍ୟପଟେ ମାହାଙ୍ଗା ଥାନା ପୋଲିସ ଅଭିଯୁକ୍ତ ଗୋଲାପ ବେହେରା ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.