ETV Bharat / city

Ind vs SA T20: ବାରବାଟୀ ଷ୍ଟାଡିୟମ ସ୍ଥିତି ସମୀକ୍ଷା କଲା ଜିଲ୍ଲା ପ୍ରଶାସନ

author img

By

Published : Jun 2, 2022, 5:25 PM IST

ଜୁନ୍‌ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ହାତରେ ଆଉ ୯ ଦିନ ସମୟ । ମ୍ୟାଚ୍‌ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

Ind vs SA T20: ବାରବାଟୀ ଷ୍ଟାଡିୟମ ସ୍ଥିତି ସମୀକ୍ଷା କଲା ଜିଲ୍ଲା ପ୍ରଶାସନ
Ind vs SA T20: ବାରବାଟୀ ଷ୍ଟାଡିୟମ ସ୍ଥିତି ସମୀକ୍ଷା କଲା ଜିଲ୍ଲା ପ୍ରଶାସନ

କଟକ: ଜୁନ୍‌ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ହାତରେ ଆଉ ୯ ଦିନ ସମୟ । ମ୍ୟାଚ୍‌ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବାରବାଟୀରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ, ଆରଡିସି ଓ ସିଡିଏ ଅଧ୍ୟକ୍ଷ ।

ପିଚ, ଲାଇଟ, ଗ୍ରାଉଣ୍ଡ, ଗ୍ୟାଲେରୀ, ଏପରିକି ପାର୍କିଂ ସେଣ୍ଟରକୁ ତଦାରଖ କରିଛି ଜିଲ୍ଲା ପ୍ରଶାସନ । ଯୁଦ୍ଧକାଳୀନ ଭିତ୍ତିରେ ଓସିଏ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ପ୍ରସ୍ତୁତି କରୁଛି । ସମସ୍ତ ପ୍ରସ୍ତୁତି ବେଶ୍‌ ଉଚ୍ଚ କୋଟିର ବୋଲି ସରକାରୀ ଅଧିକାରୀ ମତ ଦେଇଛନ୍ତି । ସମସ୍ତ କାର୍ଯ୍ୟ ଏକପ୍ରକାର ଶେଷ ହୋଇ ଆସିଲାଣି । ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍‌ ବାରବାଟୀରେ ଖେଳାଯିବ । ପ୍ରଥମ ମ୍ୟାଚ୍‌ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ମୋଟ ଭାରତ ବିପକ୍ଷରେ ମୋଟ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ ଦକ୍ଷିଣ ଆଫ୍ରିକା । ଏହି ସିରିଜ୍‌ ପାଇଁ ଆଜି ଦିଲ୍ଲୀରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ଦଳ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.