ETV Bharat / city

ଚିନ୍ତା ବଢ଼ାଉଛି ଡେଙ୍ଗୁ, ଏସସିବିରେ ବଢୁଛି ରୋଗୀଙ୍କ ସଂଖ୍ୟା - cuttack hospital

ଏସସିବି ଡେଙ୍ଗୁ ୱାର୍ଡରେ ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା। ଅଧିକ ପଢନ୍ତୁ....

ଚିନ୍ତା ବଢ଼ାଉଛି ଡେଙ୍ଗୁ,ଏସସିବିରେ ବଢୁଛି ଡେଙ୍ଗୁରୋଗୀ ସଂଖ୍ୟା
author img

By

Published : Oct 21, 2019, 11:14 PM IST

କଟକ: ଧୀରେଧୀରେ କାୟାବିସ୍ତାର କରୁଛି ଡେଙ୍ଗୁ। ଏସସିବି ଡେଙ୍ଗୁ ୱାର୍ଡରେ ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା। ଏନେଇ ସୋମବାର ଏସସିବି ଡେଙ୍ଗୁୱାର୍ଡରେ 52 ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ 4 ଜଣ ଡେଙ୍ଗୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

ଏସସିବିରେ ବଢୁଛି ଡେଙ୍ଗୁରୋଗୀ ସଂଖ୍ୟା

ସୋମବାର ଏସସିବିରେ 91ଟି ରକ୍ତନମୁନା ପରୀକ୍ଷା କରାଯାଇ ଥିବାବେଳେ 12ଟି ପଜିଟିଭ ଥିବା ଜଣାପଡିଛି। ସେଥିରୁ କଟକରୁ ସର୍ବାଧିକ 4 ଜଣ ଥିଲାବେଳେ, ଯାଜପୁରରୁ 2, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଅଛନ୍ତି।

କଟକରୁ ଯେଉଁ ଡେଙ୍ଗୁରୋଗୀ ଅଛନ୍ତି ସମସ୍ତ ରୋଗୀ କଟକ ସହର ମଧ୍ୟରୁ ଆସିଛନ୍ତି। କଟକର ରାଣୀହାଟ, ପୁରୀଘାଟ, କାଠଗଡା ସାହି ଓ ଜଗତପୁରରୁ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଧୀରେ ଧୀରେ କାୟବିସ୍ତାର କରୁଛି ଡେଙ୍ଗୁ।ଏସସିବି ଡେଙ୍ଗୁୱାର୍ଡ ରେ ବଢୁଛି ଡେଙ୍ଗୁରୋଗୀ ଙ୍କ ସଂଖ୍ୟା।ଆଜି ଏସସିବି ଡେଙ୍ଗୁୱାର୍ଡ ରେ ୫୨ ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଡେଙ୍ଗୁ ଆଇସିୟୁ ରେ ଭର୍ତ୍ତି ହୋଇଛନ୍ତି।ଆଜି ଏସସିବିରେ ୯୧ ଟି ରକ୍ତନମୁନା ପରୀକ୍ଷା କରାଯାଇଥିବାବେଳେ ୧୨ ଟି ପଜେଟିଭ ଥିବା ଜଣାପଡିଛି।ସେଥିରୁ କଟକରୁ ସର୍ବାଧିକ ୪ ଜଣ ଥିଲାବେଳେ ,ଯାଜପୁର ରୁ ୨ ଜଣ,ଜଗତସିଂହପୁର,ଖୋର୍ଦ୍ଧା, ମୟୁରଭଞ୍ଜ,ପୁରୀ ଓ ଢେଙ୍କାନାଳ ରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଅଛନ୍ତି। କଟକରୁ ଯେଉଁ ଡେଙ୍ଗୁରୋଗୀ ଅଛନ୍ତି ସମସ୍ତ ରୋଗୀ କଟକ ସହର ମଧ୍ୟରୁ ଆସିଛନ୍ତି।କଟକ ର ରାଣିହାଟ, ପୁରିଘାଟ,କାଠଗଡା ସାହି ଓ ଜଗତପୁର ରୁ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.