ETV Bharat / city

ଜେଏନୟୁ ଆକ୍ରମଣ ଘଟଣା: ଛାତ୍ର କଂଗ୍ରେସର ବିରୋଧ ସହ କ୍ୟାଣ୍ଡେଲ ମାର୍ଚ୍ଚ - ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା

ଗତ ରବିବାର ରାତିରେ ଜେଏନୟୁରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛି କଟକ ଛାତ୍ର କଂଗ୍ରେସ। ଏହାକୁ ଦଳ ପକ୍ଷରୁ ବିରୋଧ କରାଯିବା ସହ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇଛି। ଅଧିକ ପଢନ୍ତୁ...

congress protest
ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା
author img

By

Published : Jan 7, 2020, 1:42 PM IST

କଟକ: ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ(ଜେଏନୟୁ) ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛି ଛାତ୍ର କଂଗ୍ରେସ। ଏହାକୁ ବିରୋଧ କରି କଟକ ଛାତ୍ର କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। କଟକ ନଗର କଂଗ୍ରେସ କାର୍ଯ୍ୟାଳୟରୁ ଏହି ଶୋଭାଯାତ୍ରା ବାହାରି କଲେଜ ଛକ ଠାରେ ଥିବା ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ଆଗରେ କ୍ୟାଣ୍ଡେଲ ଲଗାଇ ପ୍ରତିବାଦ କରାଯାଇଥିଲା।

ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ଛାତ୍ର କଂଗ୍ରେସର ବିରୋଧ ସହ କ୍ୟାଣ୍ଡେଲ ମାର୍ଚ୍ଚ

ଯେଉଁମାନେ ଜେଏନୟୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ। ଦଳ ପକ୍ଷରୁ ହୋଇଥିବା ବିକ୍ଷୋଭରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ କଂଗ୍ରେସକର୍ମୀ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଜେଏନୟୁ ରେ ଛାତ୍ରଛାତ୍ରୀ ଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ଛାତ୍ର କଂଗ୍ରେସ।ଘଟଣାକୁ ବିରୋଧ କରି କଟକ ଛାତ୍ର କଂଗ୍ରେସ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛି।କଟକ ନଗର କଂଗ୍ରେସ କାର୍ଯ୍ୟାଳୟ ରୁ ଏହି ଶୋଭାଯାତ୍ରା ବାହାରି କଲେଜଛକ ଠାରେ ଥିବା ସୁବାଷ ବୋଷ ଙ୍କ ପ୍ରତିମୃତ୍ତି ଆଗରେ କ୍ୟାଣ୍ଡେଲ ଲଗାଇ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ।ଯେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି,ସେମାନଙ୍କୁ ତୁରନ୍ତ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଛାତ୍ର କଂଗ୍ରେସ ।ଏହି ପରିପ୍ରେକ୍ଷୀରେ ପ୍ରଧାନ ମନ୍ତ୍ରୀ ଓ ଅମିତଶାହ ଙ୍କ ବିରୋଧରେ ନାରାବାଜି ପ୍ରଦାନ କରିଥିଲେ କଂଗ୍ରେସ କର୍ମୀ।

ବାଇଟ - ବିପ୍ଳବ ସିଲାଦିତ୍ୟ,ପୂର୍ବତନ ରାଜ୍ୟ ଛାତ୍ର ସମ୍ପାଦକ କଂଗ୍ରେସ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.