ETV Bharat / city

ପରିଚାଳନାଗତ ତ୍ରୁଟି ପାଇଁ ବନ୍ଦ ହେଲା ରଥଯାତ୍ରା :ମୋକିମ

ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ରାଜ୍ୟ ସରକାରଙ୍କର ପରିଚାଳନାଗତ ତ୍ରୁଟିକୁ ଦ୍ବାୟୀ କରିଛନ୍ତି । ଅଧିକ ଜାଣନ୍ତୁ...

author img

By

Published : Jun 20, 2020, 1:23 AM IST

cuttack-barabati-mla-reaction-on-car-festival
ପରିଚାଳନାଗତ ତ୍ରୁଟି ପାଇଁ ବନ୍ଦ ହେଲା ରଥଯାତ୍ରା :ମୋକିମ

କଟକ: ରଥଯାତ୍ରା ବନ୍ଦକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ। ରାଜ୍ୟ ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବନ୍ଦ ହୋଇଥିବା କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାର ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ଇଛାଶକ୍ତି ନାହିଁ । ସରକାର କେବଳ ଲୋକଙ୍କୁ ଭୂଆଁ ବୁଲାଇଛନ୍ତି । ଯଦି ସରକାରଙ୍କର ରଥଯାତ୍ରା କରିବାକୁ ଆନ୍ତରିକତା ଅଛି ତେବେ ସୁପ୍ରିମକୋର୍ଟ ରେ ରିଭ୍ୟୁ ପିଟିସନ କରିବାକୁ ଦାବି କରିଛନ୍ତି ମୋକିମ। ହାତରେ ମାତ୍ର ଦୁଇଦିନ ସମୟ ରହିଛି। ସରକାର ଯଦି ପୁନଃ ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରନ୍ତି । ତେବେ ରଥଯାତ୍ରା ପାଇଁ ବାଟ ଫିଟିବାର ସୁଯୋଗ ରହିଛି। ସେହିପରି ବିଧାନସଭାରେ ମଧ୍ୟ ସରକାର ଅଧ୍ୟାଦେଶ ଜାରି କରି ରଥଯାତ୍ରା ପାଇଁ ବିକଳ୍ପ ବାହାର କରିବାକୁ ବିଧାୟକ ଅନୁରୋଧ କରିଛନ୍ତି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.