ETV Bharat / city

‘କ୍ରିକେଟର ବିକାଶ ମୋର ଲକ୍ଷ୍ୟ’ - cricket development

ଚୂଡାନ୍ତ ଭୋଟର ତାଲିକା ଆସିବା ପରେ ଏବେ ଚୂଡାନ୍ତ ପ୍ରାର୍ଥୀ ତାଲିକାକୁ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା ।

ଡିଜାଇନ ଫଟୋ
author img

By

Published : Sep 18, 2019, 2:17 PM IST

କଟକ: ନିର୍ବାଚନ ପାଇଁ ଓସିଏରେ ସ୍ଥିତି ସରଗରମ । ଚୂଡାନ୍ତ ଭୋଟର ତାଲିକା ଆସିବା ପରେ ଏବେ ଚୂଡାନ୍ତ ପ୍ରାର୍ଥୀ ତାଲିକାକୁ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । ତେବେ ଏହାରି ଭିତରେ ସମ୍ପାଦକ ପଦ ପାଇଁ ଆର୍ଶୀବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପଟେ ଯଦି ସମ୍ପାଦକ ପଦରେ ବିଜୟ ଲାଭ ହୁଏ, ତେବେ ପ୍ରଥମ କାର୍ଯ୍ୟ ଓଡିଶା କ୍ରିକେଟର ବିକାଶ ରହିବ ବୋଲି କହିଛନ୍ତି ସଞ୍ଜୟ । ଏହାସହ ଓଡିଶା କ୍ରିକେଟକୁ ଆଗାମୀ ଦିନରେ ବେଶ ମଜଭୁତ କରିବା ସହିତ ଓଡିଶାର ପ୍ରତିଭାବାନ ଖେଳାଳି ଇଣ୍ଡିଆ ଟିମ୍‌ରେ ସ୍ଥାନ ଦେବା ମୋର ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି ।

ସେହିପରି ଷ୍ଟାଡିୟମ୍‌ର ବିକାଶ ଓ ଖେଳାଳିଙ୍କୁ ଭଲ ପ୍ରଶିକ୍ଷଣ ଦିଗରେ ମଧ୍ୟ ମୋର ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଓସିଏ ସ୍ଥିତି ସରଗରମ । ଚୁଡାନ୍ତ ଭୋଟର ତାଲିକା ଆସିବା ପରେ ଏବେ ଚୁଡାନ୍ତ ପାର୍ଥି ତାଲିକା କୁ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । ତେବେ ଏହାରି ଭିତରେ ସମ୍ପାଦକ ପଦ ପାଇଁ ଆଶ୍ରିବାଦ ବେହେରାଙ୍କ ପୁଅ ସଂଜୟ ବେହେରାଙ୍କ ନାଁ ଚର୍ଚ୍ଚା ଜୋର ଧରିଛି । ତେବେ ଯଦି ସମ୍ପାଦକ ପଦ ରେ ବିଜୟ ଲାଭ ହୁଏ ତେବେ ପ୍ରଥମ କାର୍ଯ୍ୟ ରହିବ ଓଡିଶା କ୍ରିକେଟ ର ବିକାଶ ବୋଲି କହିଛନ୍ତି ସଂଜୟ ।

ତେବେ କହିବାକୁ ଗଲେ ଵର୍ତମାନ ଓଡିଶା କ୍ରିକେଟ ର ସ୍ଥିତି ଏତେ ଭଲ ନାହିଁ । ଯାହାକୁ ଆଗାମୀ ଦିନରେ ବେଶ ମଜଭୁତ କରିବାକୁ ପଡିବ । ତେବେ ପ୍ରଥମେ ଓଡିଶା ର ପ୍ରରିଭାବାନ ଖେଳାଳି ଇଣ୍ଡିଆ ଟିମ ରେ ସ୍ଥାନ ଦେବା ପାଇଁ ମୋର ଚେଷ୍ଟା ଜାରି ରହିବ । ଏହାସହିତ ଷ୍ଟାଡିଅମ ର ବିକାଶ ଓ ଖେଳାଳି ମାନକୁ ଭଲ ପ୍ରଶିକ୍ଷଣ ଦିଗରେ ମଧ୍ୟ ମୋର ପ୍ରାଥମିକତା ରହିବ ବୋଲି କହିଛନ୍ତି ସଞ୍ଜୟ । Body:ବାଇଟ: ସଂଜୟ ବେହେରା( ଆଶାୟୀ ସମ୍ପାଦକ ପାର୍ଥି)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.