ETV Bharat / city

ମାନବବାଦ ସଂଗଠନର ତାଲିବାନୀ ଶାସନ ପ୍ରସଙ୍ଗ; DGଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ ଏସସି ମୋର୍ଚ୍ଚା - ପ୍ରଦେଶ କଂଗ୍ରେସ ଏସସି ମୋର୍ଚ୍ଚା

ମାନବବାଦ ସଂଗଠନର ତାଲିବାନୀ ଶାସନ ପ୍ରସଙ୍ଗ । ଡିଜିଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ ଏସସି ମୋର୍ଚ୍ଚା । ସରକାରଙ୍କ ପାଖରେ ଅର୍ଥ ନାହିଁ ବୋଲି ପୋଲିସ ଡିଜି କହିଛନ୍ତି ବୋଲି କଂଗ୍ରେସ ଏସସି ମୋର୍ଚ୍ଚା କହିଛି। ଅଧିକ ପଢନ୍ତୁ...

ମାନବବାଦ ସଂଗଠନର ତାଲିବାନୀ ଶାସନ ପ୍ରସଙ୍ଗ;ଡିଜିଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ ଏସସି ମୋର୍ଚ୍ଚା

author img

By

Published : Sep 5, 2021, 7:54 AM IST

କଟକ: ରାଜ୍ୟରେ ଦଳିତ ଆଦିବାସୀଙ୍କ ଉପରେ ହେଇଥିବା ନିର୍ଯାତନା ଓ ମାନବବାଦ ସଂଗଠନ ବେଗୁନିଆ ଅଞ୍ଚଳରେ ହୋଇଥିବା ହତ୍ୟା ଓ ଅତ୍ୟାଚାର ପ୍ରସଙ୍ଗ । ଏନେଇ ପୋଲିସ ଡିଜିଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ ଏସସି ମୋର୍ଚ୍ଚା। ଅଖିଳ ଭାରତୀୟ କଂଗ୍ରେସ କମିଟି ଅନୁସୂଚିତ ଜାତି ସଂଯାଜକ ତଥା ରାଜ୍ୟ ପ୍ରଭାରୀ ହିତେନ୍ଦ୍ର ପିଠାଡିୟାଙ୍କ ନେତୃତ୍ୱରେ ଏକ ପ୍ରତନିଧି ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି।

ମାନବବାଦ ସଂଗଠନର ତାଲିବାନୀ ଶାସନ ପ୍ରସଙ୍ଗ;ଡିଜିଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ ଏସସି ମୋର୍ଚ୍ଚା

ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଯେଉଁଭଳି ଭାବରେ ମାନବବାଦୀ ସଂଗଠନ ନାଁରେ ଦଳିତ ଓ ଆଦିବାସୀ ପରିବାରଙ୍କ ଉପରେ ଅତ୍ୟାଚାର ହେଉଛି । ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସଂଗଠନର ଅନ୍ୟ ସଦସ୍ୟଙ୍କୁ ଗିରଫ କରିବା ପାଇଁ କଂଗ୍ରେସ ଏସସି ମୋର୍ଚ୍ଚା ଦାବି କରିଛି।

ବର୍ତ୍ତମାନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି ବୋଲି କଂଗ୍ରେସ ଏସସି ମୋର୍ଚ୍ଚା ଅଭିଯୋଗ କରିଛି । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଥଇଥାନ ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ ବୋଲି ପୋଲିସ ଡିଜି କହିଛନ୍ତି ବୋଲି କଂଗ୍ରେସ ଏସସି ମୋର୍ଚ୍ଚା କହିଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.