ETV Bharat / city

ଚାଷୀଙ୍କ ସ୍ୱାର୍ଥକୁ ନେଇ ଖେଳୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

author img

By

Published : Oct 2, 2020, 8:51 PM IST

ଚାଷୀ ବିଲକୁ ନେଇ ତେଜୁଛି ଆନ୍ଦୋଳନ । ଆଜି କଂଗ୍ରେସର ନାରାରେ କମ୍ପିଲା ସିଲଭରସିଟି । ଅଧିକ ପଢନ୍ତୁ..

ଚାଷୀଙ୍କ ସ୍ୱାର୍ଥକୁ ନେଇ ଖେଳୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ
ଚାଷୀଙ୍କ ସ୍ୱାର୍ଥକୁ ନେଇ ଖେଳୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

କଟକ: ଚାଷୀ ବିଲକୁ ନେଇ ତେଜୁଛି ଆନ୍ଦୋଳନ । ଆଜି କଂଗ୍ରେସର ନାରାରେ କମ୍ପିଲା ସିଲଭରସିଟି । ଚାଷୀଙ୍କ ସ୍ୱାର୍ଥ ସହ ଖେଳକୁ କଦାପି ବରଦାସ୍ତ କରା ଯିବନାହିଁ ବୋଲି ସିଧାସଳଖ କହିଛି କଂଗ୍ରେସ । କଟକ ଗୌରୀ ଶଙ୍କର ପାର୍କ ସମୁଖରେ ଆନ୍ଦୋଳନ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଜାତୀୟ କଂଗ୍ରେସ।

ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଅବିଭକ୍ତ କଟକ ଜିଲାର ସମସ୍ତ କଂଗ୍ରେସର ଟାଣୁଆ ନେତା ଏହି ଧାରଣାରେ ଉପସ୍ଥିତ ରହି ଆନ୍ଦୋଳନକୁ ତୀବ୍ରତର କରିଥିଲେ । ଏମିତିକି କେନ୍ଦ୍ରର ଏହି ନିଷ୍ପତିକୁ ପ୍ରତ୍ୟାହାର ପାଇଁ ଦାବି କରିବା ଉଦ୍ଦେଶ୍ୟରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛି କଂଗ୍ରେସ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.