ETV Bharat / city

ଦଶହରା ପୂର୍ବରୁ କମିଶନରେଟ ପୋଲିସର ଅପରାଧ ଦମନ, ଆଲବମ ଅଭିନେତାଙ୍କ ସମେତ ୪ ଗିରଫ - ଆଲବମ ଅଭିନେତା

ସିଲଭର ସିଟିରେ ଦଶହରା ପୂର୍ବରୁ ଆରମ୍ଭ ହୋଇଛି କମିଶନରେଟ ପୋଲିସର ଅପରାଧ ଦମନ ପ୍ରକ୍ରିୟା । ଏହି ଘଟଣାରେ ଆଲବମ ଅଭିନେତା ଜିତୁ ରାଉତକୁ ଗିରଫ କରିଛି । ଅଧିକ ପଢନ୍ତୁ....

ଦଶହରା ପୂର୍ବରୁ କମିଶନରେଟ ପୋଲିସର ଅପରାଧ ଦମନ, ଆଲବମ ଅଭିନେତାଙ୍କ ସମେତ ୪ ଗିରଫ

author img

By

Published : Oct 5, 2021, 7:51 PM IST

କଟକ: ଆସୁଛି ପାର୍ବଣ ଋତୁ । ଏହା ପୂର୍ବରୁ ସିଲଭର ସିଟିରେ ଅପରାଧୀ ଦମନ ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି କ୍ରମରେ ବାଦାମବାଡ଼ି ପୋଲିସ କବଜାରେ 4 ଜଣ ପେଶାଦାର ଅପରାଧୀ ଧରାପଡିଛନ୍ତି । ଏହି ଅପରାଧୀଙ୍କ ମଧ୍ୟରେ ରହିଛନ୍ତି ଆଲବମ ଅଭିନେତା ତଥା ନିର୍ଦ୍ଦେଶକ ଜିତୁ ରାଉତ ।

ଦଶହରା ପୂର୍ବରୁ କମିଶନରେଟ ପୋଲିସର ଅପରାଧ ଦମନ, ଆଲବମ ଅଭିନେତାଙ୍କ ସମେତ ୪ ଗିରଫ
ଦଶହରା ପୂର୍ବରୁ କମିଶନରେଟ ପୋଲିସର ଅପରାଧ ଦମନ, ଆଲବମ ଅଭିନେତାଙ୍କ ସମେତ ୪ ଗିରଫ
ଦଶହରା ପୂର୍ବରୁ କମିଶନରେଟ ପୋଲିସର ଅପରାଧ ଦମନ, ଆଲବମ ଅଭିନେତାଙ୍କ ସମେତ ୪ ଗିରଫ

ଏମାନଙ୍କଠାରୁ ପ୍ରାୟ ୩ଟି ବନ୍ଧୁକ ଓ ୧୬ଟି ଅଫୁଟା ଗୁଳି ଜବତ ହୋଇଛି । ବଡ କଥା ହେଉଛି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଆଲବମ ଅଭିନେତା ତଥା ନିର୍ଦ୍ଦେଶକ ଜିତୁ ରାଉତ। କଟକର ଅନ୍ୟତମ ପେଶାଦାର ଅପରାଧୀ ନବ ଓରଫ ଜ୍ଞାନ ସାହୁ ବନ୍ଧୁକ କାରବାର କରୁଥିବା ନେଇ ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଖବର ପାଇ ପୋଲିସ ନବକୁ ଧରିଥିଲା ।

ନବ ଠାରୁ ସୂଚନା ପାଇ ଅନ୍ୟ 3 ଅଭିଯୁକ୍ତଙ୍କ ବାବଦରେ ପୋଲିସକୁ ସୂଚନା ମିଳିଥିଲା । ତେବେ ବନ୍ଧୁକ ବେପାରୀଙ୍କ ଠାରୁ ଜିତୁ 4ଟି ବନ୍ଧୁକ କିଣି ସେଗୁଡିକୁ ବିଭିନ୍ନ ଲୋକଙ୍କୁ ବିକ୍ରି କରିବା ଥିବା ନେଇ ପୋଲିସ ପାଖରେ ସୂଚନା ପାଇଥିଲା । କିନ୍ତୁ ରେଡ଼ ସମୟରେ ଜିତୁ ପାଖରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.