ETV Bharat / city

ସାବଧାନ ଘରୋଇ ମେଡିକାଲ ! ଆସୁଛି ସିଏମସି - ଘରୋଇ ମେଡିକାଲ

ଆସୁଛି ସିଏମସି ଏନଫୋର୍ସମେଣ୍ଟ ଟିମ୍ । କେଉଁ ମୁହୂର୍ତ୍ତରେ ହୋଇପାରେ ଘରୋଇ ମେଡିକାଲ ସିଲ୍ କିମ୍ବା ଭୋଗିପାରେ ମୋଟା ଅଙ୍କର ତଣ୍ଡ । କୋରୋନା ପାଇଁ ଏପରି ଅତର୍କିତ ଚଢ଼ାଉ କରୁଛି କଟକ ମହାନଗର ନିଗମ ।

commisoner
ସାବଧାନ ଘରୋଇ ମେଡିକାଲ ଆସୁଛି ସିଏମସି
author img

By

Published : Jul 2, 2020, 4:31 PM IST

କଟକ: ଆସୁଛି ସିଏମସି ଏନଫୋର୍ସମେଣ୍ଟ ଟିମ୍ । କେଉଁ ମୁହୂର୍ତ୍ତରେ ହୋଇପାରେ ଘରୋଇ ମେଡିକାଲ ସିଲ୍ କିମ୍ବା ଭୋଗିପାରେ ମୋଟା ଅଙ୍କର ତଣ୍ଡ । କୋରୋନା ପାଇଁ ଏପରି ଅତର୍କିତ ଚଢ଼ାଉ କରୁଛି କଟକ ମହାନଗର ନିଗମ ।

ସାବଧାନ ଘରୋଇ ମେଡିକାଲ ଆସୁଛି ସିଏମସି

ସିଲଭରସିଟିରେ ବଢୁଛି କୋରୋନା କାୟା । ସେଥିପାଇଁ ଘରୋଇ ମେଡିକାଲ କୋରୋନା ଗାଇଡ଼ଲାଇନକୁ ବେଶ ଭଲ ଭାବରେ ପାଳନ କରିବା ଆବଶ୍ୟକ ।

ନଚେତ କେଉଁ ମୁହୂର୍ତ୍ତରେ ଟିମ ଚଢ଼ାଉ କରି ମେଡିକାଲକୁ ସିଲ୍ କରିପାରେ । ଏହାକୁ ଆଖିଆଗରେ ରଖି ସଚେତନ ଓ ଗାଇଡ଼ଲାଇନକୁ ଠିକ ରୂପେ ପାଳନ କରିବା ପାଇଁ ସମସ୍ତ ମେଡିକାଲକୁ ନିର୍ଦ୍ଦେଶ ଦେଇଛନ୍ତି ମହାନଗର ନିଗମ ଡେପୁଟି କମିଶନର ଅଭିନାଶ ରାଉତ ।

କଟକରୁ ପ୍ରଭୁ କଲ୍ୟାଣପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.