ETV Bharat / city

ବାଲିଯାତ୍ରା ଖାଦ୍ୟଷ୍ଟଲରେ ଚଢାଉ, ୩ କ୍ବିଣ୍ଟାଲ ବାସୀ ଖାଦ୍ୟ ନଷ୍ଟ - cmc destroy stale food in baliyatra

ବାଲିଯାତ୍ରାର ବିଭିନ୍ନ ଖାଦ୍ୟ ଷ୍ଟଲରେ ଚଢ଼ାଉ କରି ୩ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ବାସୀ ଖାଦ୍ୟ ନଷ୍ଟ କରିଛି ସିଏମସି ସ୍ବାସ୍ଥ୍ୟ ବିଭାଗ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ
author img

By

Published : Nov 15, 2019, 5:45 PM IST

କଟକ: ବାଲିଯାତ୍ରାର ବିଭିନ୍ନ ଖାଦ୍ୟ ଷ୍ଟଲରେ ଚଢ଼ାଉ କରି ୩ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ବାସୀ ଖାଦ୍ୟ ନଷ୍ଟ କରିଛି ସିଏମସି ସ୍ବାସ୍ଥ୍ୟ ବିଭାଗ। ଶୁକ୍ରବାର ସିଏମସିର ୬ ଜଣିଆ ସ୍କ୍ବାର୍ଡ ଏହି ଚଢ଼ାଉ କରି ବାସୀ ଖାଦ୍ୟ ନଷ୍ଟ କରିବା ସହ ବାସୀ ଖାଦ୍ୟ ଓ ଖାଦ୍ୟରେ ରଙ୍ଗ ମିଶାଉଥିବା ବିକାଳୀଙ୍କ ଠାରୁ ଫାଇନ ଆଦାୟ କରିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ପ୍ରଥମ ଥର ଧରାପଡିଲେ ୫ ଶହ ଟଙ୍କା ଫାଇନ କଟାଯାଉଛି। ସେହିପରି ସମ୍ପୃକ୍ତ ଦୋକାନରୁ ଦ୍ବିତୀୟ ଥର ବାସିଖାଦ୍ୟ ବାହାରିଲେ ସମ୍ପୃକ୍ତ ଦୋକାନକୁ ବନ୍ଦ କରାଯିବା ସହ ଏକ ଲକ୍ଷ ଟଙ୍କାର ଫାଇନ କଟାଯିବ ବୋଲି ସିଏମସି ସିଟି ହେଲଥ ଅଫିସର କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବାଲିଯାତ୍ରାର ବିଭିନ୍ନ ଖାଦ୍ୟ ଷ୍ଟଲ ରେ ଚଢ଼ାଉ କରି ୩ କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ବାସୀ ଖାଦ୍ୟ ନଷ୍ଟ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ।ସିଏମସି ର ୬ ଜଣିଆ ସ୍କ୍ୱାର୍ଡ ଏହି ଚଢ଼ାଉ ରେ ସାମିଲ ହୋଇଥିଲେ।ବାସୀ ଖାଦ୍ୟ ଓ ଖାଦ୍ୟ ରେ ରଙ୍ଗ ମିଶାଇଲେ ସିଏମସି କାର୍ଯ୍ୟନୁଷ୍ଠାନ ନେଉଛି। ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ ସମୟରେ କିଛି ଷ୍ଟଲ ରେ ବାସୀ ଖାଦ୍ୟ ରଖିଥବା କାରଣରୁ ସେମାନଙ୍କ ଉପରେ ଫାଇନ ପକାଯାଇଛି।ପ୍ରଥମ ଥର ଧରାପଡିଲେ ୫ ଶହ ଟଙ୍କା ଫାଇନ କଟାଯାଉଛି।ସେହିପରି ସମ୍ପୃକ୍ତ ଦୋକାନ ରୁ ଦ୍ୱିତୀୟ ଥର ବାସିଖାଦ୍ୟ ବାହାରିଲେ ସମ୍ପୃକ୍ତ ଦୋକାନ କୁ ବନ୍ଦ କରାଯିବା ସହ ଏକ ଲକ୍ଷ ଟଙ୍କାର ଫାଇନ କଟାଯିବ ବୋଲି ସିଏମସି ସିଟି ହେଲଥ ଅଫିସର କହିଛନ୍ତି।

ବାଇଟ - ଡାକ୍ତର ଉମେଶ ପାଣିଗ୍ରାହୀ,ସିଟି ହେଲଥ ଅଫିସର,ସିଏମସି।

Body:no nees

Conclusion:no nees
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.