କଟକ: ମାଡୁଛି ଓମିକ୍ରନ ବଢୁଛି ଭୟ । ପୁଣି କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ଉପର ତେଲେଙ୍ଗା ବଜାରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମ (Cmc) ।
ଗୋଟିଏ ପରିବାରର 5 ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସିଏମସି ଏଭଳି ପଦକ୍ଷେପ ନେଇଛି । ପୂର୍ବରୁ ନୂଆ ରାଉସାପଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା ସିଏମସି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ