ETV Bharat / city

300 ଲୋକଙ୍କ ସମାବେଶର ଅନୁମତି ପାଇଁ ଦାବି କଲା କ୍ୟାଟରିଂ ସଂଘ - କ୍ୟାଟରିଂ ସଂଘ କଟକ ଖବର

କୋରୋନା କଟକଣା ଯୋଗୁଁ ଆଡମ୍ବରପୂର୍ଣ୍ଣ ବିବାହ ଭୋଜି ଦୀର୍ଘ ଦିନ ହେବ ବନ୍ଦ ହୋଇଯାଇଛି। ଏଭଳି ସମୟରେ 300 ଲୋକଙ୍କ ସମାବେଶ ପାଇଁ ଅନୁମତି ପାଇଁ ଦାବି କଲା କ୍ୟାଟରିଂ ସଂଘ । ଅଧିକ ପଢନ୍ତୁ...

300 ଲୋକଙ୍କ ସମାବେଶ ପାଇଁ ଅନୁମତି ପାଇଁ ଦାବି କଲା କ୍ୟାଟରିଂ ସଂଘ

author img

By

Published : Oct 20, 2020, 10:51 PM IST

କଟକ : 300 ଲୋକଙ୍କ ସମାବେଶ ପାଇଁ ଅନୁମତି ପାଇଁ ଦାବି କଲା କ୍ୟାଟରିଂ ସଂଘ । କରୋନା ପାଇଁ ସମସ୍ତ ବ୍ୟବସାୟୀ ଶିଳ୍ପ ଉପରେ ପ୍ରଭାବ ପଡିଥିବା ବେଳେ ଏଥିରୁ ବାଦ ପଡିନି କ୍ୟାଟରିଂ ବ୍ୟବସାୟ ।

300 ଲୋକଙ୍କ ସମାବେଶ ପାଇଁ ଅନୁମତି ପାଇଁ ଦାବି କଲା କ୍ୟାଟରିଂ ସଂଘ

କୋରୋନା କଟକଣା ଯୋଗୁଁ ଆଡମ୍ବର ପୂର୍ଣ୍ଣ ବିବାହ ଭୋଜି ଦୀର୍ଘ ଦିନ ହେବ ବନ୍ଦ ହୋଇଯାଇଛି। ବିବାହ ଭୋଜି ପାଇଁ ମାତ୍ର ୫୦ ଲୋକଙ୍କ ସମାବେଶ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ କ୍ୟାଟରିଂ ବ୍ୟବସାୟ ଢେର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ୫୦ ଲୋକ ପରିବର୍ତ୍ତେ ୩୦୦ ଲୋକଙ୍କ ସମାବେଶ ପାଇଁ ଅନୁମତି ପ୍ରଦାନ କରିବାକୁ ଦାବି କରିଛି କ୍ୟାଟରିଂ ବ୍ୟବସାୟୀ ସଂଘ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.