ETV Bharat / city

ସିଲଭରସିଟିରେ ଧୁମଧାମରେ ପାଳିତ ହେଲା ଘୋଷଯାତ୍ରା - devoti

ରଥ, ପଥ ଓ ଭକ୍ତ ସବୁ ଏକାକାର । ଉତ୍ସବମୁଖର ସାରା ଜଗତ । କାରଣ କାଳିଆ ସାଆନ୍ତେ ଆସିଛନ୍ତି ବଡଦାଣ୍ଡକୁ । ଅଶେଷ କରୁଣା ଓ ଅପାର ଆଶୀର୍ବାଦ ଭକ୍ତକୁ ଅଜାଡି ଦେବା ପାଇଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 4, 2019, 8:53 PM IST

କଟକ: ଭକ୍ତିମୟ ପରିବେଶରେ ପୁରି ଉଠୁଛି ସିଲଭରସିଟି । କାରଣ ଜଗତର ନାଥ ଜଗନ୍ନାଥ ଆଜି ଦେଉଳ ଛାଡି ଭକ୍ତକୁ ଦର୍ଶନ ଦେବା ପାଇଁ ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି । ଆଉ ଏଥିପାଇଁ ଭକ୍ତିମୟ ହୋଇଯାଇଛି ପୁରା ସହର । ସେହି ଜଗାକୁ ଦର୍ଶନ କରି ଟିକେ ତୁଳସୀ ପାଇବା ପାଇଁ ଲାଗିଛି ଜନ ସମୁଦ୍ର । ତେବେ କହିବାକୁ ଗଲେ ସିଲଭରସିଟିରେ ଖୁବ ଧୁମଧାମରେ ପାଳିତ ହୋଇଯାଇଛି ଘୋଷଯାତ୍ରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କଟକର ପ୍ରମୁଖ ଚାନ୍ଦିନୀଚୌକ, ରାଣୀହାଟ, ଦୋଳମୁଣ୍ଡାଇ ଅଞ୍ଚଳରେ ବେଶ ଧୁମଧାମରେ ପାଳିତ ହେଉଛି ରଥଯାତ୍ରା । ଯାହାକୁ ନେଇ ବେଶ ଉତ୍ସାହିତ କଟକିଆ । ନୀତି କାର୍ଯ୍ୟ ଯଥା ବିଧି ପୂର୍ବକ ସମ୍ପୂର୍ଣ୍ଣ ହୋଇ ରଥରେ ବିଜେ ହୋଇସାରିଛନ୍ତି ବଡ଼ ଠାକୁର । ସେହି ଅପୂର୍ବ ଦୃଶ୍ୟକୁ ମନ ଭରି ବେଶ ଉପଭୋଗ କରିଛନ୍ତି କଟକବାସୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଭକ୍ତିମୟ ପରିବେଶ ରେ ପୁରି ଉଠୁଛି ସିଲଭରସିଟି । କାରଣ ଜଗତର ନାଥ ଜଗନ୍ନାଥ ଆଜି ରାସ୍ତା କୁ ଆସିଛନ୍ତି । ଆଉ ତାକୁ ଟିକେ ଦେଖିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । ସେହି ଜଗା କୁ ଦର୍ଶନ କରି ଟିକେ ତୁଳସୀ ପାଇବା ପାଇଁ ଲାଗିଛି ଜନ ସମୁଦ୍ର । ତେବେ କହିବାକୁ ଗଲେ ସିଲଭରସିଟି ରେ ଖୁବ ଧୁମ ଧାମ ରେ ପାଳିତ ହେଉଛି ଘୋଷଯାତ୍ରା ।

Body:କଟକ ର ପ୍ରମୁଖ ଚାନ୍ଦିନୀଚୌକ , ରାଣୀହାଟ , ଦୋଳମୁଣ୍ଡେଇ ଅଞ୍ଚଳ ରେ ବେଶ ଧୁମଧାମ ରେ ପାଳିତ ହେଉଛି ରଥଯାତ୍ରା । ଯାହାକୁ ନେଇ ବେଶ ଉତ୍ସାହିତ କଟକିଆ । ନୀତି କାର୍ଯ୍ୟ ଯଥା ବିଧି ପୂର୍ବକ ସମ୍ପର୍ଣ୍ଣ ହୋଇ ରଥରେ ବିଜେ ହୋଇସାରିଛନ୍ତି ବଡ଼ ଠାକୁର । ସେହି ଅପୂର୍ବ ଦୃଶ୍ୟ କୁ କଟକିଆ ମନେ ବେଶ ମନ ଭରି ଦେଖି ଚାଲିଛନ୍ତି ।

ବାଇଟ: ସଂଜୟ ଚକ୍ରବର୍ତୀ ( ଶ୍ରଦ୍ଧାଳୁ )
ବାଇଟ: ଭିକାରୀ ଦାସ ( ରଥ କମିଟି ସଦସ୍ୟ )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.