ETV Bharat / city

କଟକରୁ 10 ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

author img

By

Published : Sep 15, 2019, 5:23 PM IST

ଗଡଗଡ଼ିଆ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ବାରା 92 ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 10ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ନିରୀକ୍ଷକ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା ମିଳିଛି । ଗଡଗଡ଼ିଆ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ 92 ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 10ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ନିରୀକ୍ଷକ କହିଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା ଜଣକୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ନାମ ବଳରାମ ବେହେରା ହୋଇଥିବା ବେଳେ ତାଙ୍କ ଘର ମାଛୁଆ ବଜାରରେ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଗଡ଼ଗଡିଆ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ଗାଡିକୁ ଦେଖି ଅଭିଯୁକ୍ତ ଜଣକ ଦୌଡ଼ିବାକୁ ଲାଗିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିବା କଥା କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗ କଟକର ଅବକାରୀ ନିରୀକ୍ଷକ ଜଗଦୀଶ ସାମଲ ପ୍ରକାଶ କରିଛନ୍ତି । ପୂର୍ବରୁ ଅଭିଯୁକ୍ତ ନାମରେ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ସେ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗକୁ ସଫଳତା । ଧରାପଡ଼ିଲା 92 ଗ୍ରାମ ର ବ୍ରାଉନସୁଗାର । ଯାହାର ମୂଲ୍ୟ 10 ଲକ୍ଷ୍ୟ ରୁ ଉର୍ଦ୍ଧ୍ବ । ଗଡିଗଡ଼ିଆ ଅଞ୍ଚଳ ରେ ପେଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ବଳରାମ ବେହେରାକୁ ଗିରଫ କରିଛି ଅବକାରୀ ଗୋଇନ୍ଦା ବିଭାଗ । ତେବେ ଅଭିଯୁକ୍ତ ର ଘର ମାଛୁଆ ବଜାର ବୋଲି ଜଣାପଡିଛି ।

ବିଭାଗୀୟ ଅଧିକାରୀ ଜଗଦୀଶ ସାମଲ ଙ୍କ କହିବାନୁଯାୟୀ , ଗଡ଼ଗଡିଆ ଅଞ୍ଚଳ ରେ ପେଟ୍ରୋଲିଂ ସମୟରେ ବିଭାଗୀୟ ଗାଡି କୁ ଦେଖି ଦୌଡ଼ିବାକୁ ଲାଗିଥିବା ଅଭିଯୁକ୍ତ । ଶେଷ ରେ ଅବକାରୀ ବିଭାଗ ହାତରେ ଲାଗିଥିଲା ଅଭିଯୁକ୍ତ ବଳରାମ । ପୂର୍ବରୁ ଅଭିଯୁକ୍ତ ନାଁ ରେ କ୍ୟାଣ୍ଟନେମେଣ୍ଟ ଥାନା ମାମଲା ରହିଥିବା ସୂଚନା ମିଳିଛି । Body:ବାଇଟ: ଜଗଦୀଶ ସାମଲ( କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ କଟକ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.