ETV Bharat / city

ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପ୍ରସଙ୍ଗ, ସେଣ୍ଟର ଧାର୍ଯ୍ୟ କଲା ବୋର୍ଡ଼ - matric improvment exam center

ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ପରୀକ୍ଷା ସେଣ୍ଟର ଧାର୍ଯ୍ୟ କଲା ବୋର୍ଡ଼ । ମୋଟ 504 ସେଣ୍ଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପ୍ରସଙ୍ଗ, ସେଣ୍ଟର ଧାର୍ଯ୍ୟ କଲା ବୋର୍ଡ଼

author img

By

Published : Jul 22, 2021, 7:45 PM IST

କଟକ: ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପ୍ରସଙ୍ଗ । ପରୀକ୍ଷା ସେଣ୍ଟର ଧାର୍ଯ୍ୟ କଲା ବୋର୍ଡ଼ । ମୋଟ 15 ହଜାର 151 ଜଣ ପରୀକ୍ଷାର୍ଥୀଙ୍କ ପାଇଁ 504 ସେଣ୍ଟର ନିର୍ଦ୍ଧାରଣ ହୋଇଛି ।

ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପ୍ରସଙ୍ଗ, ସେଣ୍ଟର ଧାର୍ଯ୍ୟ କଲା ବୋର୍ଡ଼
ମାଟ୍ରିକ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପ୍ରସଙ୍ଗ, ସେଣ୍ଟର ଧାର୍ଯ୍ୟ କଲା ବୋର୍ଡ଼

ସେଥିମଧ୍ୟରୁ HSCର 6 ହଜାର 597 ଜଣ ପରୀକ୍ଷାର୍ଥୀ 278ଟି କେନ୍ଦ୍ରରେ ପରୀକ୍ଷା ଦେବେ । ସେହିପରି ଓପନ ସ୍କୁଲର 8 ହଜାର 493 ଜଣ ପରୀକ୍ଷାର୍ଥୀଙ୍କ ପାଇଁ 222ଟି କେନ୍ଦ୍ର ଏବଂ ମଧ୍ୟମାର 61 ଜଣ ପରୀକ୍ଷାର୍ଥୀଙ୍କ ପାଇଁ 4 ଟି କେନ୍ଦ୍ର ନିର୍ଦ୍ଧାରଣ ହୋଇଛି । ବୋର୍ଡ଼ ୱେବସାଇଟରୁ ପରୀକ୍ଷାର୍ଥୀମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଆସନ୍ତା 30ରୁ ପରୀକ୍ଷା ଆରମ୍ଭ ହେବ ଏବଂ ଅଗଷ୍ଟ 5 ତାରିଖ ପର୍ଯ୍ୟନ୍ତ ଚାଲିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.