ETV Bharat / city

Cuttack Mahanadi Tragedy: ଅଘଟଣ ଅଟକାଇବାକୁ ପଦକ୍ଷେପ ନିଆଯିବ କହିଲେ ଜିଲ୍ଲାପାଳ - ମହାନଦୀ ଟ୍ରାଜେଡି

ମୁଣ୍ଡ ନେଉଛି ମହାନଦୀ। ଏହାକୁ ରୋକିବା ନିମନ୍ତେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉଛି ବ୍ୟାପକ ପ୍ରସ୍ତୁତି । ଅଧିକ ପଢନ୍ତୁ

Cuttack Mahanadi Tragedy:  ରୋକିବା ନିମନ୍ତେ ପଦକ୍ଷେପ ନିଆଯିବ କହିଲେ ଜିଲ୍ଲାପାଳ

author img

By

Published : Apr 13, 2022, 4:01 PM IST

କଟକ: ମୁଣ୍ଡ ନେଉଛି ମହାନଦୀ। ଏହାକୁ ରୋକିବା ନିମନ୍ତେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଏନେଇ ନଦୀତଟ ନିକଟରେ ଗାର୍ଡ ଓ ଫଳକକୁ ବ୍ୟାପକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହାସହ ସ୍କୁଲ ଓ କଲେଜ ସ୍ତରରେ ଏହି ଅଘଟଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ସୁରକ୍ଷା କଣ ବୁଝି ପାରିବେ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ତମାମ ଦିଗ ଉପରେ ନଜର ଦିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

Cuttack Mahanadi Tragedy: ରୋକିବା ନିମନ୍ତେ ପଦକ୍ଷେପ ନିଆଯିବ କହିଲେ ଜିଲ୍ଲାପାଳ

ଏହା ମଧ୍ୟ ପଢନ୍ତୁ: Cuttack Mahanadi Tragedy: ନିଖୋଜ ସାଦିକଙ୍କ ମୃତଦେହ ଉଦ୍ଧାର

ତେବେ ପୂର୍ବରୁ ଘଟିଥିବା ଅଘଟଣ ଓ ରବିବାର ଅଘଟଣ ପରେ ନଦୀରେ ଲୋକଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଙ୍କି ମାରିଛି। କଟକର ଦୁଇ ପାର୍ଶ୍ଵରେ ମହାନଦୀ ଓ କାଠଯୋଡ଼ି ନଦୀ ପ୍ରବାହିତ ହେଉଥିବାରୁ ଲୋକେ ଏହି ଦିଗରେ ସଚେତନ ରହିବାର ବେଶ ଆବଶ୍ୟକତା ରହିଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.