ETV Bharat / city

ଆକାଶ ପାଠକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

author img

By

Published : Jun 25, 2021, 11:11 AM IST

Updated : Jun 25, 2021, 11:38 AM IST

akash pathak gets bail from high court
ଆକାଶ ପାଠକଙ୍କୁ ଜାମିନ

11:05 June 25

ଆକାଶ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ: ଆକାଶ ପାଠକଙ୍କୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ବୈଦ୍ୟନାଥପୁର ଥାନା ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । 

ଏନେଇ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କ ସୂଚନା । ଭାବି ଶ୍ବଶୁର ପ୍ରଦୀପ ପାଣିଗ୍ରାହୀ ଓ ବାପା ଅଭୟ କାନ୍ତ ପାଠକଙ୍କୁ ମଧ୍ୟ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 25, 2021, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.