ETV Bharat / city

ଦିଲ୍ଲୀରେ ଚାଲିଥିବା ଚାଷି ଆନ୍ଦୋଳନକୁ ସମର୍ଥନ କଲା ଏଆଇୟୁଟିୟୁସି - cuttack news

ଦିଲ୍ଲୀରେ ଚାଲିଥିବା ଚାଷି ଆନ୍ଦୋଳନକୁ ସମର୍ଥନ କଲା ଏଆଇୟୁଟିୟୁସି । କଟକ ଜିଲ୍ଲାପାଳଙ୍କ ଆଗରେ କଲା ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ....

aiutuc protest in cuttack
ଦିଲ୍ଲୀରେ ଚାଲିଥିବା ଚାଷି ଆନ୍ଦୋଳନକୁ ସମର୍ଥନ କଲା ଏଆଇୟୁଟିୟୁସି
author img

By

Published : Dec 4, 2020, 4:03 PM IST

କଟକ: ଦିଲ୍ଲୀରେ ସଂଗ୍ରାମରତ ଚାଷୀମାନଙ୍କୁ ସମର୍ଥନ ଜଣାଇବା ସହ କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲକୁ ବିରୋଧ କଲା ଏଆଇୟୁଟିୟୁସି । ଏହାକୁ ବିରୋଧ କରି ନାରାବାଜିରେ କମ୍ପିଲା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ।

ଦିଲ୍ଲୀରେ ଚାଲିଥିବା ଚାଷି ଆନ୍ଦୋଳନକୁ ସମର୍ଥନ କଲା ଏଆଇୟୁଟିୟୁସି

ଏଯାବତ କେନ୍ଦ୍ର ସରକାର ଚାଷୀ ମାନଙ୍କୁ ନେଇ ଖେଳ ଖେଳୁଛନ୍ତି । ସ୍ବାର୍ଥ ରକ୍ଷା ପାଇଁ ଚାଷୀକୁ ମରଣ ମୁହଁକୁ ଠେଲାଯାଉଛି । ଏହାରି ଭିତରେ କେବଳ ଗୋଟିଏ କଥା କୁହାଯାଇ ପାରିବ । ଖୁବଶୀଘ୍ର ଏହି ଆଇନରେ ପରିବର୍ତ୍ତନ ଆସୁ । ନହେଲେ ଆଗମୀ ଦିନରେ ଏକ ବଡ଼ ଆନ୍ଦୋଳନ ହେବ । ଯାହା ପାଇଁ ଦାୟୀ ରହିବେ ଖୋଦ କେନ୍ଦ୍ରରେ ଥିବା ବିଜେପି ସରକାର ।

କଟକରୁ ପ୍ରଭୁ କଲ୍ୟାଣପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.