ETV Bharat / city

ପଳାଶୁଣି ପରେ ଦବିଲା କାଠଯୋଡି ବ୍ରିଜ୍ - କଟକରେ ବି ଦବିଲା ନୂତନ ବ୍ରିଜ

ରାଜଧାନୀ ପରେ ଏବେ କଟକରେ ବି ଦବିଲା ନୂତନ ବ୍ରିଜ । ଲିଙ୍କରୋଡ଼ରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା ନୂତନ କାଠଯୋଡ଼ି ବ୍ରିଜର ରାସ୍ତାରେ ଫାଟ ଦେଖାଦେଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Aug 28, 2019, 4:28 PM IST

କଟକ: ରାଜଧାନୀ ପରେ ଏବେ କଟକରେ ବି ଦବିଲା ନୂତନ ବ୍ରିଜ। ଲିଙ୍କରୋଡ଼ ରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା ନୂତନ କାଠଯୋଡ଼ି ବ୍ରିଜର ରାସ୍ତାରେ ଫାଟ ଦେଖାଦେଇଛି । ମୁଖ୍ୟ ରାସ୍ତାରେ ବଡ଼ ଧରଣର ଫାଟ ସୃଷ୍ଟି ହେବାରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ବାରିକେଡ ବନ୍ଧାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ତେବେ ଘଟଣାସ୍ଥଳକୁ ପରିଦର୍ଶନ କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଫାଟ ସୃଷ୍ଟି ହୋଇଥିବା ସ୍ଥାନକୁ ସମୀକ୍ଷା କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ଅଭିଜ୍ଞ ଯନ୍ତ୍ରୀଙ୍କ ଦ୍ଵାରା ଯାଞ୍ଚ କରାଯାଇ ଏହାର ମରାମତି କରିବାକୁ ବିଧାୟକ ଦାବି କରିଛନ୍ତି।

ତେବେ ଏହି କାଠଯୋଡ଼ି ଉପରେ ନିର୍ମିତ ପୁରୁଣା ବ୍ରିଜର କିଛି କ୍ଷତି ଘଟି ନଥିବା ବେଳେ ନୂତନ ବ୍ରିଜରେ କିଭଳି ଫାଟ ସୃଷ୍ଟି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଭୁବନେଶ୍ୱର ପରେ କଟକରେ ବି ଦବିଲା ନୂତନ ବ୍ରିଜ।ଲିଙ୍କ ରୋଡ଼ ରୁ ଭୁବନେଶ୍ୱର ସଂଯୋଗ କରୁଥିବା ନୂତନ କାଠଯୋଡ଼ି ବ୍ରିଜ ର ରାସ୍ଥା ରେ ଫାଟ।ମୁଖ୍ୟ ରାସ୍ଥାରେ ବଡ଼ ଧରଣର ଫାଟ ସୃଷ୍ଟି ହେବାରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ବାରିକେଡ ବନ୍ଧାଯାଇଛି।ତେବେ ଘଟଣା ସ୍ଥଳକୁ ପରିଦର୍ଶନ କରିଛନ୍ତି କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ।ଫାଟ ସୃଷ୍ଟି ହୋଇଥିବା ସ୍ଥାନକୁ ସମୀକ୍ଷା କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରିଛନ୍ତି।ଅଭିଜ୍ଞ ଯନ୍ତ୍ରୀ ଙ୍କ ଦ୍ଵାରା ଯାଞ୍ଚ କରାଯାଇ ଏହାର ମରାମତି କରିବାକୁ ବିଧାୟକ ଦାବି କରିଛନ୍ତି।ତେବେ ଏହି କାଠଯୋଡ଼ି ଉପରେ ନିର୍ମିତ ପୁରୁଣା ବ୍ରିଜ ର କିଛି କ୍ଷତି ଘଟି ନ ଥିଲା ବେଳେ ନୂତନ ବ୍ରିଜ ରେ କିଭଳି ଫାଟ ସୃଷ୍ଟି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ବାଇଟ - ଇଂ ମହମ୍ମଦ ମୋକିମ,ବିଧାୟକ କଟକ ବାରବାଟୀ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.