ETV Bharat / city

ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା

author img

By

Published : Dec 7, 2020, 10:00 PM IST

ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦କୁ ବିରୋଧ । ହାଇକୋର୍ଟରେ ହେଲା ମାମଲା ରୁଜୁ । ଅଧିକ ପଢନ୍ତୁ...

A case has been filed in the High Court challenging the Odisha University Amendment Act
ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା

କଟକ: ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ, ୨୦୨୦କୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ପ୍ରଫେସର ଅଜିତ କୁମାର ମହାନ୍ତିଙ୍କ ପକ୍ଷରୁ ରୁଜୁ ଆବେଦନରେ ଦର୍ଶାଯାଇଛି ଯେ ଏହା ଦ୍ବାରା ବିଶ୍ବବିଦ୍ୟାଳୟ ଗୁଡିକର ସ୍ବାଧୀନତା ଉପରେ ଅଙ୍କୁଶ ଜାରି କରିବାକୁ ସରକାର ଚେଷ୍ଟା କରିଛନ୍ତି ।

ଜାତୀୟ ଶିକ୍ଷାନୀତିର ଏହା ବିରୁଦ୍ଧାଚରଣ କରୁଛି। ଆଇନରେ ଏହି ସଂଶୋଧନ ୟୁଜିସି ନିୟମାବଳୀ ଉଲ୍ଲଂଘନ କରୁଛି । ଏପରି ଆଇନ ଆଣିବାର ସରକାରଙ୍କ କ୍ଷମତା ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯିବା ସହିତ ଏହାକୁ ରଦ୍ଦ କରାଯାଉ ବୋଲି ଦର୍ଶାଯାଇଛି । ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ, ୨୦୨୦ ଅସାମ୍ବିଧାନିକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.