ETV Bharat / city

କଟକରୁ 5 ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ, 2 ଗିରଫ

ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଅଧିକ ପଢନ୍ତୁ...

author img

By

Published : Jan 18, 2021, 4:54 PM IST

କଟକରୁ ପୁଣି  ବିପୁଳ ପରିମାଣର ଗଞ୍ଜେଇ ଜବତ
କଟକରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା । ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ।

କଟକରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ

ନିର୍ଗୁଣ୍ଡି ଟୋଲ ଗେଟ ନିକଟରେ ପାଟ୍ରୋଲିଂ ସମୟରେ ଏକ ଦାମୀ କାରରେ ଚାଲାଣ ହେଉଥିଲା 54 କେଜି ଗଞ୍ଜେଇ । ଯାହାକୁ ପିଛା କରିବା ପରେ ଶେଷରେ ଉକ୍ତ କାରକୁ ଜବତ କରିଥିଲା ବିଭାଗ ।

ଉକ୍ତ କାରରୁ ଠାବ ହୋଇଥିଲା 54କେଜି ଗଞ୍ଜେଇ । ଯାହାର ମୂଲ୍ୟ 5 ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ସ୍ପଷ୍ଟ କରିଛି ବିଭାଗ । ଏହି ମାମଲାରେ 2 ଜଣଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅଵକାରୀ ଗୁଇନ୍ଦା ବିଭାଗ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.