କଟକ: କଟକ ମହାନଗର ନିଗମରେ ୩୯ କରୋନା ପଜେଟିଭ ଚିହ୍ନଟ କରାଯାଇଛି।୪ ଜଣ ହୋମକ୍ଵରଣ୍ଟାଇନ ରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନ ରୁ ଚିହ୍ନଟ କରାଯାଇଛି। ସେହିପରି ୨୭ ଜଣ ସ୍ଥାନୀୟ ଆକ୍ରାନ୍ତ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ହଜାର ୪୬୩ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୪ ହଜାର ୬୬୮ ଜଣ ସୁସ୍ଥ ହୋଇ ଫେରିଛନ୍ତି।୭୮ ଜଣଙ୍କର ମୃତୁ ଘଟିଛି।ସେହିପରି ୭୧୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
ସିଏମସରୁ ୩୯ କୋରୋନା ପଜେଟିଭ ଚିହ୍ନଟ, ୨୭ ଲୋକାଲ - କୋରୋନା ପଜେଟିଭ ଚିହ୍ନଟ
କଟକ ମହାନଗର ନିଗମରେ ୩୯ କରୋନା ପଜେଟିଭ ଚିହ୍ନଟ କରାଯାଇଛି। ୪ ଜଣ ହୋମ କ୍ଵାରଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନରୁ ଚିହ୍ନଟ କରାଯାଇଛି। ଅଧିକ ପଢନ୍ତୁ..
![ସିଏମସରୁ ୩୯ କୋରୋନା ପଜେଟିଭ ଚିହ୍ନଟ, ୨୭ ଲୋକାଲ ସିଏମସରୁ ୩୯ କୋରୋନା ପଜେଟିଭ ଚିହ୍ନଟ, ୨୭ ଲୋକାଲ](https://etvbharatimages.akamaized.net/etvbharat/prod-images/768-512-9537507-282-9537507-1605279850696.jpg?imwidth=3840)
ସିଏମସରୁ ୩୯ କୋରୋନା ପଜେଟିଭ ଚିହ୍ନଟ, ୨୭ ଲୋକାଲ