ETV Bharat / city

କଟକରେ 15 ନୂଆ ମାମଲା, ସିଏମସିରେ ଜଣେ ଚିହ୍ନଟ

author img

By

Published : Jun 20, 2020, 3:09 PM IST

ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଶନିବାର କଟକରେ 15 ପଜିଟିଭ ମାମଲା ସାମ୍ନାକୁ ଆସିଛି । ଯେଉଁଥିରୁ ସିଏମସି ଅଧିନରେ ଜଣେ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି ।

corona effect in cuttack, corona effect in odisha, corona update in odisha, cuttack latest news, corona update in cmc, କଟକରେ କୋରୋନା ପ୍ରକୋପ, ରାଜ୍ୟରେ କୋରୋନା ପ୍ରଭାବ, ଓଡିଶାରେ କୋରୋନା ଅପଡେଟ, କଟକ ଲାଟେଷ୍ଟ ନ୍ୟୁଜ୍‌, ସିଏମସିରେ କୋରୋନା ଅପଡେଟ
କଟକରେ 15 ନୂଆ ମାମଲା, ସିଏମସିରେ ଜଣେ ଚିହ୍ନଟ

କଟକ: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଶନିବାର କଟକରେ 15 ପଜିଟିଭ ମାମଲା ସାମ୍ନାକୁ ଆସିଛି । ଯେଉଁଥିରୁ ସିଏମସି ଅଧିନରେ ଜଣେ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ଆକ୍ରାନ୍ତ ମହିଳା ମୁମ୍ବାଇରୁ ଫେରିଥିବା ନେଇ ସ୍ପଷ୍ଟ କରିଛି ସିଏମସି ।

ମୁମ୍ବାଇରୁ ଫେରି ମହିଳା ଜଣଙ୍କ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ହେଲେ ସ୍ବାବ ନମୂନାର ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ମିଶାଇ ସିଏମସିରେ ବର୍ତ୍ତମାନ ସୁଦ୍ଧା 26ଟି ପଜିଟିଭ ମାମଲା ଚିହ୍ନଟ ହୋଇସାରିଛି । ଯେଉଁଥିରୁ ମୋଟ 18 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, 8ଟି ମାମଲା ଏବେ ବି ସକ୍ରିୟ ରହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.