ETV Bharat / city

ରାଜ୍ୟରେ ବଢୁଛି କୋରୋନା ମୃତ୍ୟୁସଂଖ୍ୟା, ଦିନକରେ 15 ମୃତ

author img

By

Published : Oct 22, 2020, 12:56 PM IST

ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବୁଧବାର ପୁଣି 15 ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି କୋରୋନା । ଅଧିକ ପଢନ୍ତୁ...

ପୁଣି କୋରୋନା ନେଲା 15 ମୁଣ୍ଡ
ପୁଣି କୋରୋନା ନେଲା 15 ମୁଣ୍ଡ

ଭୁବନେଶ୍ବର: ପୁଣି କୋରୋନା ନେଲା 15 ମୁଣ୍ଡ । ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବୁଧବାର ପୁଣି 15 ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି କୋରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1196ରେ ପହଞ୍ଚିଛି ।

15 ଜଣ ମୃତକଙ୍କ ମଧ୍ୟରେ ଢେଙ୍କାନାଳର 50 ବର୍ଷର ମହିଳା ଓ 42 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ରାଉରକେଲାରେ 29 ବର୍ଷର ମହିଳା, କଟକରେ 73 ବର୍ଷର ବୃଦ୍ଧ, ଭୁବନେଶ୍ୱରରେ 73 ଓ 78 ବର୍ଷର ବୃଦ୍ଧ, ମୟୂରଭଞ୍ଜରେ 57 ବର୍ଷର 72 ବର୍ଷର ବୃଦ୍ଧଙ୍କର, ଅନୁଗୋଳର 84 ବର୍ଷର ବୃଦ୍ଧ ଓ 45 ବର୍ଷର ପୁରୁଷ, ପୁରୀରେ 48 ବର୍ଷର ପୁରୁଷ ଏବଂ ସୁବର୍ଣ୍ଣପୁରରେ 41 ବର୍ଷର ପୁରୁଷ ଓ 65 ବର୍ଷର ମହିଳାଙ୍କର ମୄତ୍ୟୁ ଘଟିଛି । ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.