ETV Bharat / city

ସିଡିଏରୁ 10 କେଜି ଗଞ୍ଜେଇ ଜବତ, 2 ଗିରଫ

ଗୁରୁବାର ଏକ ବିଶେଷ ସୁତ୍ରରୁ ଖବର ଅବକାରୀ ବିଭାଗ ସିଡିଏ ଅଞ୍ଚଳରେ ଚଢାଉ କରି  2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ 10 କେଜି ଗଞ୍ଜେଇ ଓ 1 ବାଇକ  ଜବତ କରିଛି  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 19, 2019, 4:41 PM IST

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ଏକ ବଡ ସଫଳତା । ଗୁରୁବାର ଏକ ବିଶେଷ ସୁତ୍ରରୁ ଖବର ଅବକାରୀ ବିଭାଗ ସିଡିଏ ଅଞ୍ଚଳରେ ଚଢାଉ କରି 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ 10 କେଜି ଗଞ୍ଜେଇ ଓ 1 ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଆଠଗଡ଼ର ଚିତରଞ୍ଜନ ରାଉତ ଓ କୋଲକତାର ପ୍ରଦୀପ ଝୁନଝୁନ ।

ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ଚିତରଞ୍ଜନ ଓ ପ୍ରଦୀପ ସିଡିଏ ଅଞ୍ଚଳରେ ଗଞ୍ଜେଇ କାରବାର କରୁଥିଲେ । ଏଥିସହ ସ୍ଥାନୀୟ ଅଞ୍ଚଳରେ ଗଞ୍ଜେଇକୁ ବିକ୍ରି କରିବା ସହ ତାକୁ ପ୍ୟାକ କରି କୋଲକତା ଚାଲାଣ କରୁଥିଲେ ।

ତେବେ ଉଭୟଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଏପଟେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପାଖାପାଖି 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବା ନେଇ ସ୍ପଷ୍ଟ କରିଛନ୍ତି ଅବକାରୀ ନିରୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜବତ ହେଲା 10 କେଜି ଗଞ୍ଜେଇ । କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ମିଳିଲା ସଫଳତା । ସିଡିଏ ଅଞ୍ଚଳରେ ଗଞ୍ଜେଇ କାରବାର ର ଆଭାସ ପାଇ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଘଟଣା ସ୍ଥଳରୁ 10 କେଜି ଗଞ୍ଜେଇ ଜବତ କରିବା ସହ ଏକ ବାଇକ ମଧ୍ୟ ଜବତ କରିଛି ବିଭାଗ । ଏହା ସହିତ 2 ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି । ଏହି ଗଞ୍ଜେଇ ର ମୂଲ୍ୟ ପାଖାପାଖି 1 ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବା ନେଇ ସ୍ପଷ୍ଟ କରିଛନ୍ତି ଅବକାରୀ ନିରୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲ ।

ସୂଚନାଯୋଗ୍ୟ ଦୀର୍ଘଦିନ ହେବ ସିଡିଏ ଅଞ୍ଚଳ ରେ ଏହି ଗଞ୍ଜେଇ କାରବାର ଚାଲିଥିଲା । ସ୍ଥାନୀୟ ଅଞ୍ଚଳ ରେ ବିକ୍ରି କରିବା ସହ ଗଞ୍ଜେଇ କୁ ପ୍ୟାକ କରି କୋଲକତା ଚାଲାଣ କରୁଥିଲେ ଆଠଗଡ଼ ର ଚିତରଞ୍ଜନ ରାଉତ ଓ କୋଲକତା ର ପ୍ରଦୀପ ଝୁନଝୁନ । ତେବେ ଉଭୟ ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବିଭାଗ । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.