ETV Bharat / city

୨୫ରେ ଯୁବ ଆକ୍ରୋଶକୁ ନେଇ ବିଧାନସଭା ଘେରିବ ଯୁବ କଂଗ୍ରେସ

author img

By

Published : Mar 23, 2021, 7:55 PM IST

୨୫ ତାରିଖରେ ଯୁବ ଆକ୍ରୋଶ ପାଳନ କରିବା ସହ ବିଧାନସଭା ଘେରିବ ଯୁବ କଂଗ୍ରେସ । ଅଧିକ ପଢନ୍ତୁ....

୨୫ ରେ ଯୁବ ଆକ୍ରୋଶକୁ ନେଇ ବିଧାନସଭା ଘେରିବ ଯୁବ କଂଗ୍ରେସ
୨୫ ରେ ଯୁବ ଆକ୍ରୋଶକୁ ନେଇ ବିଧାନସଭା ଘେରିବ ଯୁବ କଂଗ୍ରେସ୨୫ ରେ ଯୁବ ଆକ୍ରୋଶକୁ ନେଇ ବିଧାନସଭା ଘେରିବ ଯୁବ କଂଗ୍ରେସ

ଭୁବନେଶ୍ବର: ୨୫ ତାରିଖରେ ଯୁବ ଆକ୍ରୋଶ ପାଳନ କରିବା ସହ ବିଧାନସଭା ଘେରିବ ଯୁବ କଂଗ୍ରେସ । ବିଧାନସଭା ଘେରାଉ ସହ ଯୁବ ଓ ଛାତ୍ର କଂଗ୍ରେସ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ କରିବେ ।

୨୫ ରେ ଯୁବ ଆକ୍ରୋଶକୁ ନେଇ ବିଧାନସଭା ଘେରିବ ଯୁବ କଂଗ୍ରେସ

ରାଜ୍ୟରେ ବିଜୁ ଯୁବବାହିନୀ ପଛରେ ୫.୫୦ କୋଟି ଟଙ୍କା ଆତ୍ମସାତ, ଦେଶରେ ବେକାରୀ ସମସ୍ୟା ବଢୁଥିବାକୁ ପ୍ରସଙ୍ଗ କରି ଉଭୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରୋଶ ସମାବେଶ କରିବ ଯୁବ କଂଗ୍ରେସ। ଯୁବକ ଚାକିରୀ ମାଗିଲେ ଦେଶଦ୍ରୋହୀ, ଚାଷୀ ଆନ୍ଦୋଳନ କଲେ ଖଲିସ୍ଥାନୀର ଆରୋପ ଲାଗୁଛି । ତେଣୁ ସମୟ ଆସିଛି ସମଗ୍ର ରାଜ୍ୟର ଯୁବକ ମାନଙ୍କ ଆକ୍ରୋଶକୁ ପୁଞ୍ଜି କରି ଯୁବକମାନଙ୍କ ସ୍ୱାର୍ଥରେ ଏହି ଆକ୍ରୋଶ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ପ୍ରତିଭା ରଘୁବଂଶୀ । ଯେଉଁଥିରେ ଖାଲି କଂଗ୍ରେସ କର୍ମୀ ନୁହେଁ ସାଧାରଣ ଯୁବକଙ୍କୁ ମଧ୍ୟ ନିଜ ହକର ଏହି ଲଢେଇରେ ସାମିଲ ହେବ ପାଇଁ ଆହ୍ୱାନ କରିଛନ୍ତି ଯୁବ କଂଗ୍ରେସ ସଭାପତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.