ETV Bharat / city

ଘନକୁହୁଡି ନେଇ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି - ଓଡିଶା ପାଣିପାଗ ଖବର

ଓଡିଶା ଉପକୂଳରେ ଏକ ଗୁରୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଘନକୁହୁଡି ଦେଖାଯିବା ନେଇ 7ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ଘନକୁହୁଡି ନେଇ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

author img

By

Published : Nov 19, 2020, 8:33 PM IST

Updated : Nov 19, 2020, 8:42 PM IST

ଭୁବନେଶ୍ବର: ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୭ ଜିଲ୍ଲାକୁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ କଟକ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, ଯାଜପୁର, କନ୍ଧମାଳ ଏବଂ ବାଲେଶ୍ୱର । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ କୁହୁଡି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ସେହିପରି ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ରାତ୍ରିରେ ତାପମାତ୍ରା ହ୍ରାସ ପାଇବା ନେଇ ସମ୍ଭାବନା ମଧ୍ୟ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବନିମ୍ନ ୧୪ ଡିଗ୍ରୀ ସେଲିସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଘନକୁହୁଡି ନେଇ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସେହିପରି ଦାରିଙ୍ଗିବାଡିରେ ମଧ୍ୟ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ମୟୁରଭଞ୍ଜ ବେତନଟୀରେ ୮.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କଟକ, ଭୁବନେଶ୍ୱରରେ ଘନ କୁହୁଡି ଦେଖାଯାଇ ଥିବାବେଳେ ନୟାଗଡ଼ ଓ କିଛି ସ୍ଥାନରେ ହାଲକା କୁହୁଡି ଦେଖାଯାଇଛି । ଭୁବନେଶ୍ୱରରେ ୨୧.୮ ଡିଗ୍ରୀ, କଟକରେ ୨୦.0 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 19, 2020, 8:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.