ETV Bharat / city

ଘନ କୁହୁଡି ନେଇ 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : Jan 23, 2021, 6:38 PM IST

ଆସନ୍ତା 24 ଘଣ୍ଟା ଅର୍ଥାତ୍ ରବିବାର ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଘନ କୁହୁଡି ଦେଖାଦେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଧିକ ପଢନ୍ତୁ...

ଘନ କୁହୁଡି ନେଇ 8 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ
ଘନ କୁହୁଡି ନେଇ 8 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଭୁବନେଶ୍ବର: ଗୋଟିଏ ପଟେ ଖସୁଛି ପାରଦ ଅନ୍ୟପଟେ ଘନ କୁହୁଡି । ଯାହାଦ୍ବାରା ସାଧାରଣରେ ଜୀବନଯାତ୍ରା ବ୍ୟାହତ ହେଉଛି । ତେବେ ଆସନ୍ତା 24 ଘଣ୍ଟା ଅର୍ଥାତ୍ ରବିବାର ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଘନ କୁହୁଡି ଦେଖାଦେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଘନ କୁହୁଡି ନେଇ 8 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଭଦ୍ରକ, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କନ୍ଧମାଳ, ଅନୁଗୁଳ ଏବଂ କଟକ ଜିଲ୍ଲାରେ ଘନ କୁହୁଡି ଦେଖାଯିବ । ଆସନ୍ତା 5 ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଏପଟେ ଗତ 24 ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ 6.5 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଦାରିଙ୍ଗିବାଡି ଓ ଝାରସୁଗୁଡାରେ 8 ଆଉ 9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.