ETV Bharat / city

ବିଶ୍ବ ମୃତ୍ତିକା ଦିବସ: ମୃତ୍ତିକା ସଂରକ୍ଷଣ ନେଇ ସଚେତନତା ଆବଶ୍ୟକ

author img

By

Published : Dec 6, 2019, 12:02 AM IST

ମାଟି ହେଉଛି ପ୍ରକୃତିର ଅନବଦ୍ୟ ସୃଷ୍ଟି। ମାଟିରେ ୧୮ ପ୍ରକାରର ସ୍ନେହସର ମହଜୁଦ ଅଛି। ମୁଠିଏ ମାଟି ତିଆରି ପାଇଁ ୧୦ ହଜାର ବର୍ଷ ଲାଗେ ହେଲେ ସ୍ବଳ୍ପ ସମୟ ଭିତରେ ଟନ ଟନ ମାଟି କ୍ଷୟ ହୋଇଯାଇଥାଏ ।

Today world soil day
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଜି ହେଉଛି ମୃତ୍ତିକା ଦିବସ । ଏହି ଅବସରରେ ଭୁବନେଶ୍ବର କୃଷି ଭବନରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ ସାହୁ ଯୋଗଦେଇ ମୃତ୍ତିକା କ୍ଷୟ ରୋକିବା ନେଇ ସଚେତନ କରାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ସାମ୍ପ୍ରତିକ ପରିସ୍ଥିତିରେ ମୃତ୍ତିକା କ୍ଷୟକୁ କିଭଳି ଭାବେ ରୋକି ମୃତ୍ତିକାର ଉତ୍ତମ ସ୍ବାସ୍ଥ୍ୟ ରଖାଯାଇପାରିବ ଓ ତତସଂଗେ ଆବଶ୍ୟକ ଅନୁଯାୟୀ ରାସାୟନିକ ସାର ବ୍ୟବହାର କରି ଉନ୍ନତ ମାନର ଫସଲ ଉତ୍ପାଦନ କରାଯାଇପାରିବ। ଏହାସହ କୃଷକ ମାନଙ୍କ ମୃତ୍ତିକା ସ୍ବାସ୍ଥ୍ୟ ପରିଚାଳନା ସହ ସମନ୍ବିତ ଅଣୁସାର ପରିଚାଳନା କରିବା।

ଏହି ଅବସରରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ କିଛି ଅଗ୍ରଣୀ କୃଷକଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି। ମୃତ୍ତିକା ସଂରକ୍ଷଣ କରିବାର ସଚେତନତା ଆବଶ୍ୟକ ରହିଛି। ମୃତ୍ତିକା କ୍ଷୟ ରୋକିବା ଦିଗରେ ପ୍ରଥମକରି କର୍ଣ୍ଣାଟକରେ ଭୁ-ଚେତନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରତିବର୍ଷ ରାଜ୍ୟରେ ଲକ୍ଷାଧିକ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଉଛି । ୨୦୧୩ ମସିହାରୁ ଆରମ୍ଭ ହୋଇଛି ବିଶ୍ବ ମୃତ୍ତିକା ଦିବସ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

Intro:ମୃତ୍ତିକା ସରକ୍ଷଣ ନେଇ ସଚେତନତା ଆବଶ୍ୟକ।

Body:ମାଟି ହେଉଛି ପ୍ରକୃତିର ଅନବଦ୍ୟ ସୃଷ୍ଟି।ମାଟି ଭିତରେ ୧୮ ପ୍ରକାରର ସ୍ନେହସର ମହଜୁଦ ଅଛି।ମୁଠିଏ ମାଟି ତିଆରି ପାଇଁ ୧୦ ହଜାର ବର୍ଷ ଲାଗେ ହେଲେ ଟନ ଟନ ମାଟି କ୍ଷୟ ହେବା ପାଇଁ ଅଳ୍ପ ସମୟ ଲାଗେ ,ଗୁରୁବାର ଭୁବନେଶ୍ୱର କୃଷି ଭବନରେ ବିଶ୍ୱ ମୂର୍ତ୍ତିକା ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ କର୍ମଶାଳାରେ ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ ସାହୁ। ସାମ୍ପ୍ରତିକ ପରିସ୍ଥିତିରେ ମୃତ୍ତିକା କ୍ଷୟ ଏକ ବଡ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି।ମୂର୍ତ୍ତିକା ପରୀକ୍ଷା ଦ୍ଵାରା ମୂର୍ତ୍ତିକା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜ୍ଞାନ ହାସଲ କରିବା।ଏହି ଦିବସର ମୂଳ ଲକ୍ଷ ହେଉଛି କିଭଳି ଭାବେ ମୃତ୍ତିକାର ଉତ୍ତମ ସ୍ୱାସ୍ଥ୍ୟ ରଖାଯାଇପାରିବ ଓ ତତ ସଂଗେ ଆବଶ୍ୟକ ଅନୁଯାୟୀ ରାସାୟନିକ ସାର ବ୍ୟବହାର କରି ଉନ୍ନତ ମାନର ଫସଲ ଉତ୍ପାଦନ କରାଯାଇପାରିବ।ଏହି ଅବସରରେ କୃଷକ ମାନଙ୍କ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ସମନ୍ବିତ ଅଣୁସାର ପରିଚାଳନା କରିବା।

ଏହି ଅବସରରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ କିଛି ଅଗ୍ରଣୀ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି।ମୃତ୍ତିକା ସଂରକ୍ଷଣ କରିବାର ସଚେତନତା ଆବଶ୍ୟକ।ମୃତ୍ତିକା କ୍ଷୟ ରୋକିବା ଦିଗରେ ପ୍ରଥମକରି କର୍ଣ୍ଣାଟକ ରେ ଭୁଚେତନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ପ୍ରତିବର୍ଷ ରାଜ୍ୟରେ ଲକ୍ଷାଧିକ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଉଛି।୨୦୧୩ ମସିହାରୁ ଆରମ୍ଭ ହୋଇଛି ମୂର୍ତ୍ତିକା ସଂରକ୍ଷଣ।ସମଗ୍ର ବିଶ୍ୱରେ ୭୫ ବିଲିଅନ ଟନ ମୃତ୍ତିକା କ୍ଷୟ ହେଉଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.