ETV Bharat / city

World Environment Day: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହେଲା ବୃକ୍ଷରୋପଣ - ବିଶ୍ୱ ପରିବେଶ ଦିବସ 2021

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃକ୍ଷ ରୋପଣ କରି ପାଳିତ ହୋଇଛି ବିଶ୍ୱ ପରିବେଶ ଦିବସ । କୋଭିଡ ପ୍ରୋଟୋକଲ ମଧ୍ୟରେ ହେଲା ବୃକ୍ଷରୋପଣ । ଅଧିକ ପଢନ୍ତୁ....

World Environment Day: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହେଲା ବୃକ୍ଷ ରୋପୋଣ
World Environment Day: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହେଲା ବୃକ୍ଷ ରୋପୋଣWorld Environment Day: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହେଲା ବୃକ୍ଷ ରୋପୋଣ
author img

By

Published : Jun 5, 2021, 7:12 PM IST

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃକ୍ଷ ରୋପଣ କରି ପାଳିତ ହୋଇଛି ‘ ବିଶ୍ୱ ପରିବେଶ ଦିବସ’ । କୋଭିଡ-19 ମହାମାରୀର ପ୍ରତିବନ୍ଧକ ମଧ୍ୟରେ ପାଳନ ହୋଇଛି ବିଶ୍ୱ ପରିବେଶ ଦିବସ। ଜନସାଧାରଣଙ୍କ ମଧ୍ୟରେ ସଚେତନତା ପାଇଁ ଏହି ଅବସରରେ ନନ୍ଦକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ବୃକ୍ଷରୋପଣ କରାଯାଇଛି।

ବିଶ୍ୱ ପରିବେଶ ଦିବସ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହି ଦିବସ ପାଳନ କରାଯାଇଛି। ତେବେ କରୋନା ସଂକ୍ରମଣାକୁ ଦୃଷ୍ଟିରେ ଗାଇଡଲାଇନକୁ ଅନୁପାଳନ ପୂର୍ବକ ପାଳନ କରାଯାଇଛି ବିଶ୍ବ ପରିବେଶ ଦିବସ । ଆଜି ପ୍ରାଣୀ ଉଦ୍ୟାନକୁ ସମ୍ପୂର୍ଣ୍ଣ ପରିଷ୍କାର କରିବା ସହିତ ପ୍ରାଣୀ ଉଦ୍ୟାନର ଅଧିକାରୀ ଏବଂ କର୍ମଚାରୀ ବୃକ୍ଷରୋପଣ କରାଯାଇଛି। ଏକ ଅନଲାଇନ ପେଣ୍ଟିଂ ଏବଂ ଫଟୋଗ୍ରାଫି ପ୍ରତିଯୋଗିତା ମଧ୍ୟ କରାଯାଇଛି। ଯାହାର ଥିମ୍ "ଇକୋସିଷ୍ଟମ୍ ପୁନରୁଦ୍ଧାର" ସହିତ ଆୟୋଜିତ ହୋଇଥିଲା । ଯେଉଁଠାରେ 56 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହାର ଫଳାଫଳ ସୋମବାର ଘୋଷଣା କରାଯିବା ନେଇ ସମୟ ସ୍ଥିର କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.