ETV Bharat / city

ଜଳ ସୁରକ୍ଷା ଅଭିଯାନରେ ସିଆରପିଏଫ

ଜଳ ସୁରକ୍ଷା ଅଭିଯାନରେ ସାମିଲ ହୋଇଛି ସିଆରପିଏଫ । ଏକ କର୍ମଶାଳା ଆୟୋଜନ କରି ଜଳ ସୁରକ୍ଷା ପାଇଁ ସଚେତନ କରିଛି ।

author img

By

Published : Aug 5, 2019, 8:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଉତ୍କଟ ଜଳାଭାବ ସ୍ଥିତିରେ ଦେଶ । ନଷ୍ଟ ହେଉଛି ୮୦ ପ୍ରତିଶତ ଜଳ । ଭୂତଳ ଜଳ ମଧ୍ୟ ଧିରେ ଧିରେ ହ୍ରାସ ହେବାରେ ଲାଗିଥିବା ବେଳେ ବର୍ତ୍ତମାନ ସମୟ ଆସିଛି ଜଳ ସୁରକ୍ଷା କରିବାର । ତେବେ ଏହାକୁ ନେଇ ସିଆରପିଏଫ ପକ୍ଷରୁ ଆରମ୍ଭ ହୋଇିଛି ଜଳ ସୁରକ୍ଷା ଅଭିଯାନ । ଏନେଇ ଭୁବନେଶ୍ବର ସ୍ଥିତ ସିଆରପିଏଫ କ୍ୟାମ୍ପରେ ଏକ କର୍ମଶାଳା ଆୟୋଜିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କର୍ମଶାଳାରେ ଭୂତଳ ଜଳ ସଂରକ୍ଷଣକୁ ନେଇ ସଚେତନ କରାଯାଇଥିବା ବେଳେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା । ବିଭିନ୍ନ ଏନଜିଓ ଓ ବିଭିନ୍ନ ସଂସ୍ଥା ମାଧ୍ଯମରେ ରାଜ୍ଯରେ ୧୨୦ ଟି ଜଳ ସୁରକ୍ଷା ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ତେବେ ଆଗକୁ କେନ୍ଦ୍ରାପଡାରେ ଜଳ ସୁରକ୍ଷା ନେଇ ଏକ ଅଭିଯାନ ଆରମ୍ଭ ହେଉଥିବା ବେଳେ ସିଆରପିଏଫ କ୍ଯାମ୍ପସରେ ଏହି କାର୍ଯ୍ୟକ୍ରମ ଅନ୍ୟତମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.