ETV Bharat / city

ବଦଳିଲା ଅଙ୍ଗନବାଡି କେନ୍ଦ୍ର ଖୋଲିବା ସମୟ, ଏଣିକି ସକାଳ 9ରୁ 2ଟା

author img

By

Published : Jun 24, 2022, 8:49 AM IST

ବଦଳିଲା ଅଙ୍ଗନବାଡି କେନ୍ଦ୍ର ଖୋଲିବା ସମୟ । ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ସକାଳ 7 ରୁ 2 ଟା ପର୍ଯ୍ୟନ୍ତ ଚାଲିବ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି । ଅଧିକ ପଢନ୍ତୁ

Anganwadi will run from 9 to 2
ବଦଳିଲା ସମୟ;ସକାଳ 9 ରୁ 2 ଟା ପର୍ଯ୍ୟନ୍ତ ଚାଲିବ ଅଙ୍ଗନବାଡି

ଭୁବନେଶ୍ବର: ବଦଳିଲା ଅଙ୍ଗନବାଡିର ଖୋଲିବା ସମୟ । ସକାଳ 9 ରୁ 2 ଟା ପର୍ଯ୍ୟନ୍ତ ଚାଲିବ ଅଙ୍ଗନବାଡି । ସ୍କୁଲରେ ଥିବା ଅଙ୍ଗନବାଡି କେନ୍ଦ୍ରଗୁଡିକ ସକାଳ 7 ରୁ 12ଟା ପର୍ଯ୍ୟନ୍ତ ଚାଲିବ । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ(Women and Child Devlopment Department) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଏଥିସହ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନୂଆ ନିୟମ ଲାଗୁ ପାଇଁ ନିର୍ଦ୍ଦେଶ ରହିଛି ।

women and child devlopment department changes Anganwadi centres functioning time

ଆସନ୍ତା 27 ତାରିଖରୁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରର ସମୟ 9 ଟାରୁ 2 ଟା ପର୍ଯ୍ୟନ୍ତ କରାଯାଇଛି । ସକାଳ 9ଟା ରୁ 12ଟା 45 ସମୟ ପର୍ଯ୍ୟନ୍ତ ପାଠପଢ଼ା ପାଇଁ ରଖାଯାଇଛି । 12ଟା 45ରୁ 1 ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନର ସମୟ ଧାର୍ଯ୍ୟ ହୋଇଛି । ଏହା ସହ ପିଲାମାନେ ଏହି ସମୟରେ ଖେଳକୁଦ କରିପାରିବେ । ଦିନ 1ରେ ପିଲାମାନେ ଘରକୁ ଯିବେ । 1 ରୁ 2 ଟା ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀମାନେ ଘର ଘର ବୁଲି ଗର୍ଭବତୀ ଓ ପ୍ରସୂତୀଙ୍କ ପାଖକୁ ଯାଇ କାଉନସିଲିଂ ସହ ଛୁଆର ଓଜନ ମାପିବେ ବୋଲି ଚିଠିରେ ନିର୍ଦ୍ଦଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.