ETV Bharat / city

ନନ୍ଦନକାନନକୁ ଆସିବେ ନୂଆ ଅତିଥି - ଆଫ୍ରିକୀୟ ସିଂହ

ନନ୍ଦନକାନନକୁ ଆସିବେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ଧଳା ଗଣ୍ଡା ଓ ଆଫ୍ରିକୀୟ ସିଂହ।

nandankanan
ନନ୍ଦନକାନନକୁ ଆସିବେ ନୂଆ ଅତିଥି
author img

By

Published : Jan 24, 2020, 9:07 PM IST

ଭୁବନେଶ୍ବର: ନନ୍ଦନକାନନକୁ ଆସିବେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ଧଳା ଗଣ୍ଡା ଓ ଆଫ୍ରିକୀୟ ସିଂହ। ସିଙ୍ଗାପୁରରୁ ଧଳା ଗଣ୍ଡା ଆସିବାକୁ ଥିବାବେଳେ ଓ ଶ୍ରୀଲଙ୍କାରୁ ଆସିବ ଆଫ୍ରିକୀୟ ସିଂହ ।

nandankanan

ଏପରିକି ଅନେକ ବନ୍ୟପ୍ରାଣୀ ବି ଆସିବାର ଯୋଜନା ରହିଛି। ନନ୍ଦନକାନନରେ ସମସ୍ତ ସିଂହ ଗୁଡିକର ବୟସ ହୋଇଯିବା କାରଣରୁ ସିଂହ ଲୋପ ପାଇବାରେ ଲାଗିଛି। ଯେଉଁଥିଲାଗି ନନ୍ଦନକାନନ କର୍ତ୍ତୃପକ୍ଷ ବିଦେଶରୁ ବନ୍ୟପ୍ରାଣୀ ଆଣିବା ପାଇଁ ଚିନ୍ତା କରିଛନ୍ତି।

ଏଥିସହ ନନ୍ଦନକାନନରେ ରୋପ ୱେ ପଏଣ୍ଟକୁ ଯିବା ପାଇଁ ଟଏ ଟ୍ରେନ ରାସ୍ତାରେ ଓଭର ବ୍ରିଜ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଧଳା ଗଣ୍ଡା ଓ ଆଫ୍ରିକୀୟ ସିଂହ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ସିଂଘାପୁର ରୁ ନନ୍ଦନକାନନ କୁ ଆସିବ ଧଳା ଗଣ୍ଡା ଓ ଶ୍ରୀଲଂକାରୁ ଆଫ୍ରିକୀୟ ସିଂହ । ଏପରିକି ଅନେକ ବନ୍ୟପ୍ରାଣୀ ମାନେ ବି ଆସିବାର ଯୋଜନା ରହିଛି।

Body:
ନନ୍ଦନକାନନ ରେ ସମସ୍ତ ସିଂହ ଗୁଡିକ ବୟସ ହୋଇଯିବା କାରଣରୁ ସିଂହ ଲୋପ ପାଇବାରେ ଲାଗିଛି। ଯାହା ନନ୍ଦନକାନନ କତ୍ତୃପକ୍ଷ ଏନେଇ ବିଦେଶରୁ ବନ୍ୟପ୍ରାଣୀ ଆଣିବା ପାଇଁ ଚିନ୍ତା କରିଛନ୍ତି। ସୂଚନା ମୁତାବକ ସିଙ୍ଗାପୁର ରୁ ଧଳା ଗଣ୍ଡା ଓ ଶ୍ରୀଲଂକାରୁ ଆସିବା ଆଫ୍ରିକୀୟ ସିଂହ ଓ ଅନ୍ୟ ପ୍ରାଣୀ ମାନଙ୍କୁ ଆଣିବାରର ପ୍ରକ୍ରିୟା ଜାରି ରହିଛି।
ଏଥିସହ ନନ୍ଦନକାନନ ରେ ରୋପ ୱେ ପଏଣ୍ଟ କୁ ଯିବା ପାଇଁ ଟଏ ଟ୍ରେନ ରାସ୍ତାରେ ଓଭର ବ୍ରିଜ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.