ETV Bharat / city

ପରିକ୍ରମା ପ୍ରକଳ୍ପକୁ ନେଇ କ’ଣ କହିଲେ ମନ୍ତ୍ରୀ ଅଶୋକ ପଣ୍ଡା

author img

By

Published : May 25, 2022, 10:31 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଥମିବାର ନାଁ ନେଉନି। ଦିନକୁ ଦିନ କଡା ଟିପ୍ପଣୀ ଆସିବାରେ ଲାଗିଛି । ବିରୋଧୀ କଂଗ୍ରେସ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ରାଜନୀତି କରୁଛନ୍ତି କହିବା ପରେ ପୁରୀ ଶଙ୍କରାଚାର୍ଯ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଏନେଇ ମୁଁହ ଖୋଲିଛି ବିଜେଡି। ଅଧିକ ପଢନ୍ତୁ

ଅଶୋକ ପଣ୍ଡା
ଅଶୋକ ପଣ୍ଡା

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଥମିବାର ନାଁ ନେଉନି। ଦିନକୁ ଦିନ କଡା ଟିପ୍ପଣୀ ଆସିବାରେ ଲାଗିଛି । ବିରୋଧୀ କଂଗ୍ରେସ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ରାଜନୀତି କରୁଛନ୍ତି କହିବା ପରେ ପୁରୀ ଶଙ୍କରାଚାର୍ଯ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଏନେଇ ମୁଁହ ଖୋଲିଛି ବିଜେଡି।

ପରିକ୍ରମା ପ୍ରକଳ୍ପକୁ ନେଇ କଣ କହିଲେ ମନ୍ତ୍ରୀ ଅଶୋକ ପଣ୍ଡା

ରାକ୍ଷଣାତ୍ମକ ଢଙ୍ଗରେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ବିଭିନ୍ନ ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏନେକ ବିବାଦୀୟ ମନ୍ତବ୍ୟ ଆସୁଛି। ସମସ୍ତେ ଅପେକ୍ଷା କରନ୍ତୁ ରାଜ୍ୟ ସରକାର ଏନେଇ କଣ ନିଷ୍ପତ୍ତି ନେବେ। ପୁରୀ ପରିକ୍ରମା ପ୍ରକଳ୍ପ ବିବାଦ ନେଇ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା ବର୍ତ୍ତମାନ ସେହି ବିଷୟରେ ଅନେକ ବିବାଦ ପୁର୍ଣ୍ଣ ମନ୍ତବ୍ୟ ଆସୁଛି । ଅଶୋକ କହିଛନ୍ତି ଏପଟୁ ସେପଟୁ ଆସୁଛି । ଆପଣ ମାନେ ଅପେକ୍ଷା କରନ୍ତୁ କଣ ନିଷ୍ପତ୍ତି ନିଆଯାଉଛି ସରକାରଙ୍କ ପକ୍ଷରୁ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.