ETV Bharat / city

24 ଘଣ୍ଟା ପାଗ ଶୁଖିଲା, ସୋନପୁର ସବୁଠୁ ଥଣ୍ଡା ସହର - ସୋନପୁର ସବୁଠୁ ଥଣ୍ଡା ସହର

ପାଣିପାଗ ସୂଚନା । ୧୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ସବୁଠୁ ଥଣ୍ଡା ସହର । ଅଧିକ ପଢନ୍ତୁ...

Weather update , Sonepur  is the coldest city
ପାଣିପାଗ ସୂଚନା, ସୋନପୁର ସବୁଠୁ ଥଣ୍ଡା ସହର
author img

By

Published : Nov 14, 2020, 5:10 PM IST

ଭୁବନେଶ୍ବର: ପାଣିପାଗ ସୂଚନା । ୧୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ସବୁଠୁ ଥଣ୍ଡା ସହର ।

Weather update , Sonepur  is the coldest city
ପାଣିପାଗ ସୂଚନା, ସୋନପୁର ସବୁଠୁ ଥଣ୍ଡା ସହର
ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଟ୍ରଫ ଲାଇନ ଏବେ ଦୁର୍ବଳ ଏହାର ପ୍ରଭାବରେ ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ଆସନ୍ତା ୨୪ ଘଣ୍ଟା, ରବିବାର ମଧ୍ୟରେ ପାଗ ଶୁଖିଲା ରହିବା ସହ ତାପମାତ୍ରା ତଳକୁ ଖସିବ।

ଗତ ୨୪ ଘଣ୍ଟା ଭିତରେ ମାଲକାନଗିରିରେ ସର୍ବାଧିକ ୩୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ତଳକୁ ଖସିଛି । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ ରେକର୍ଡ ହୋଇଛି । ତେଣୁ ସୋନପୁର ସବୁଠୁ ଥଣ୍ଡା ସହର ।
ପାଣିପାଗ ସୂଚନା, ସୋନପୁର ସବୁଠୁ ଥଣ୍ଡା ସହର

ସେହିପରି ଅନୁଗୁଳରେ ୧୪, ଫୁଲବାଣୀରେ ୧୪.୦ଡିଗ୍ରୀ, ପାହାଡିଆ ଅଞ୍ଚଳ କୋରାପୁଟରେ ୧୩ ଡିଗ୍ରୀ, ଦାରିଙ୍ଗିବାଡିରେ ୧୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱରରେ ୧୯.୦୫ ଡିଗ୍ରୀ, କଟକରେ ୨୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.