ETV Bharat / city

ସାରା ରାଜ୍ୟରେ ବର୍ଷା, ତଥାପି ମରୁଡି ଆଶଙ୍କା - ଜଳବାୟୁ ପରିବର୍ତ୍ତନ

ସାରା ରାଜ୍ୟରେ ବର୍ଷା ହୋଇଛି , କିନ୍ତୁ ସ୍ବାଭାବିକଠାରୁ କମ ହୋଇଛି । ଏହାପରେ ରାଜ୍ୟରେ ବଡ ଧରଣର ବର୍ଷା ନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 9, 2019, 2:25 AM IST

ଭୁବନେଶ୍ବର: ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ହେଉଥିବାରୁ ବର୍ଷା ମଧ୍ୟ ଠିକ ଭାବରେ ହେଉନାହିଁ । ଅଗଷ୍ଟ ମାସ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି । ପୁରୀ ଓ କୋରାପୁଟ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ 18ଟି ଜିଲ୍ଲାରେ ସ୍ଥିତି ବରାବର ରହିଛି । ସେହିପରି ପଶ୍ଚିମାଞ୍ଚଳର ସବୁ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ଦେଓଗଡ ଜିଲ୍ଲାରେ ସାମାନ୍ୟ କମ୍‌ ବର୍ଷା ରେକର୍ଡ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ -19 ମିଲିମିଟର ବର୍ଷା କମ ରହିଛି। ଏହାସହ ବର୍ତ୍ତମାନ ରାଜ୍ୟରେ ବଡ ଧରଣର ବର୍ଷା ନାହିଁ ବୋଲି କହିଛନ୍ତି । କିନ୍ତୁ କିଛିଦିନ ପାଗ ମେଘୁଆ ରହିବ ସାରା ରାଜ୍ୟରେ । ସେହିଭଳି ଏବେ ରାଜ୍ୟରେ ଯେଉଁ ବର୍ଷା ହେଉଛି ତାହା ସ୍ବାଭାବିକଠାରୁ 9 ପ୍ରତିଶତ କମ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ପରସ୍ଥିତିକୁ ନଜରରେ ରଖି ଆସନ୍ତା 2 ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ବାରଣ କରାଯାଇଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର. ବିଶ୍ବାସ ।

ଭୁବନେଶ୍ବରରୁ, ଶତରୂପା ସାମନ୍ତରାୟ , ଇଟିଭି ଭାରତ

Intro:ବର୍ତ୍ତମାନ ମଧ୍ୟ ସ୍ୱଭାବିକ ଠାରୁ କମ ବର୍ଷା ରେକର୍ଡ

Body:ବର୍ତ୍ତମାନ ମଧ୍ୟ ସ୍ୱଭାବିକ ଠାରୁ କମ ବର୍ଷା ରେକର୍ଡ । -9 ମିଲିମିଟର ବର୍ଷା ଏବେ ବି ରହିଛି ରାଜ୍ୟ ରେ। ପୁରୀ ,କେରାପୁଟ, ଜିଲ୍ଲାର ସ୍ବଭାବିକ ଠାରୁ ଅଧିକ ବର୍ଷା ଥୁବା ବେଳେ 18 ଟି ଜିଲ୍ଲାର ରେ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଛି। ଗତ କିଛି ଦିନ ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ -33 ମିଲିମିଟର ବର୍ଷା କମ ଥିବା ବେଳେ ବର୍ତ୍ତମାନ -23 ମିଲିମିଟର କମ ବର୍ଷା ରହିଛି। ଏବେ କିଛି ଦିନ ପାଇଁ ସାରା ରାଜ୍ୟ ରେ ପାଗ କେହଲା ରହିବ ବୋଲି ପାଣିପାଗ କାର୍ଯ୍ୟାଳୟର ପକ୍ଷରୁ କୁହାଯାଇଛି। ଅନ୍ୟ ପଟେ ଏହି ଲଘୁଚାପଜନିତ ବର୍ଷା ବାଲେଶ୍ବର ରେ ସେତିକି ପ୍ରଭାବ ପଡି ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.