ETV Bharat / city

ଅବପାତର ରୂପ ନେଲା ଲଘୁଚାପ - ‘ଅମ୍ଫାନ’

ପାରାଦୀପ ଠାରୁ ୧୧୦୦ କିମି ଦୂର ଓ ଦୀଘା ଠାରୁ ୧୨୫୦ କିମି ଦୂରରେ ରହିଛି ସାମୁଦ୍ରିକ ଝଡ ‘ଅମ୍ଫାନ’। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡର ରୂପ ନେବା ସହ ଆଗାମୀ ୨୪ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ଝଡରେ ପରିଣତଚ ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଅଧିକ ପଢନ୍ତୁ..

weather-report-in-odisha
weather-report-in-odisha
author img

By

Published : May 16, 2020, 1:22 PM IST

ଭୁବନେଶ୍ବର:ସାମୁଦ୍ରିକ ଝଡ ‘ଅମ୍ଫାନ’ ଶନିବାର ସକାଳ ୮.୩୦ ସୁଧା ଅବପାତର ରୂପ ନେଇ ସାରିଛି। ଏହା ପାରାଦୀପ ଠାରୁ ୧୧୦୦ କିମି ଦୂର ଓ ଦୀଘା ଠାରୁ ୧୨୫୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡର ରୂପ ନେବା ସହ ଆଗାମୀ ୨୪ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

weather-report-in-odisha

ପ୍ରଥମେ ଏହା ପୂର୍ବ ଉତ୍ତର ପୂର୍ବ ଆଡକୁ ଗତି କରି ବାଂଲାଦେଶ ମୁଁହା ହେବାର ସମ୍ଭାବନା ରହିଛି। ୧୮ ରୁ ୨୦ ତାରିଖ ମଧ୍ୟରେ ଏହା ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢିବ। ପ୍ରଥମେ ଦକ୍ଷିଣ ଓଡିଶାରେ ବର୍ଷା ହେବ ତା ପରେ ଉତ୍ତର ଓଡ଼ିଶା ସହିତ ଉତ୍ତର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.