ETV Bharat / city

ଟ୍ବିନ ସିଟିରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ - ପାଣିପାଗ ସୂଚନା

ଭୁବନେଶ୍ବରର-କଟକରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବର୍ଷା ପ୍ରଭାବରେ ରାସ୍ତା ଖସଡା ହେବା ସହ ଟ୍ରାଫିକ ସମସ୍ୟା ଉପୁଜିପାରେ ।

ଟୁଇନ ସିଟିରେ ପ୍ରବଳ ବର୍ଷା ନେଇ ୱାର୍ନିଙ୍ଗ
ଟୁଇନ ସିଟିରେ ପ୍ରବଳ ବର୍ଷା ନେଇ ୱାର୍ନିଙ୍ଗ
author img

By

Published : Oct 22, 2020, 12:19 PM IST

ଭୁବନେଶ୍ବର: ପୁଣି ଭିଜିବ ଟୁଇନ ସିଟି । ଭୁବନେଶ୍ବରର- କଟକରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ବର୍ଷା ପ୍ରଭାବରେ ରାସ୍ତା ଘାଟ ଭଲ ଭାବେ ଦିଶିବନି, ରାସ୍ତା ଖସଡା ହେବ, ଟ୍ରାଫିକ ସମସ୍ୟା ଉପୁଜିପାରେ । ତେଣୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ହେବାର ସମ୍ଭାବନା ଅଛି ।

warning-for-heavy-rains-in-twin-cities-bbsr-cuttack
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@mcbbsr

ସେପଟେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇଛି । ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି | ଏହା ବାତ୍ୟାର ରୂପ ନେବାରେ ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।

ଆଜି 6 ଉପକୂଳ ଜିଲ୍ଲା ଗୁଡିକୁ ପ୍ରବଳ ବର୍ଷା ନେଇ ୱାର୍ନିଙ୍ଗ ଜାରି କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.