ETV Bharat / city

ରାଜଧାନୀରେ ବିଶ୍ବକର୍ମା ପୂଜା ଆରମ୍ଭ - viswakarma puja in bhubaneswar

ରାଜଧାନୀରେ ବିଶ୍ବକର୍ମ ପୂଜା ଆରମ୍ଭ । ରାଜ୍ଯର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ବିଶ୍ଵକର୍ମା। ପୂଜା ପରେ ଆରମ୍ଭ ହେବ ଯାନ ବାହନ ସହିତ ଅନ୍ୟାନ୍ୟ ଯାନ୍ତ୍ରିକ ଆସବାବପତ୍ରର ପୂଜାଅର୍ଚ୍ଚନା।

ଫାଇଲ ଫଟୋ
author img

By

Published : Sep 17, 2019, 11:12 AM IST

ଭୁବନେଶ୍ବର: ଆଜି ହେଉଛି ପବିତ୍ର ବିଶ୍ବକର୍ମା ପୂଜା। ସୃଷ୍ଟିର ନିର୍ମାଣ କର୍ତ୍ତା, ସମସ୍ତ ବୈଷୟିକ ଜ୍ଞାନ କୌଶଳର ସ୍ରଷ୍ଟା , ହେଉଛି ଭଗବାନ ବିଶ୍ଵକର୍ମା। ନିର୍ମାଣ ଠାରୁ କାରିଗରୀ କୌଶଳି ପର୍ଯ୍ୟନ୍ତ ଓ ଦେବଲୋକର ସବୁଠାରୁ ବଡ଼ ହେଉଛନ୍ତି ବିଶ୍ଵକର୍ମା। ସେଥି ପାଇଁ ସାରା ଭାରତ ବର୍ଷ ସହ ରାଜଧାନୀ ଭୁବନେଶ୍ବର ମଧ୍ୟ ଚଳଚଞ୍ଚଳ ହୋଇ ପଡିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ଭାରତୀୟ ସଂସ୍କୃତିରେ ବିଶ୍ବକର୍ମାଙ୍କ ସ୍ଵତନ୍ତ୍ର ସ୍ଥାନ ରହିଛି । ଭାରତୀୟ ସଂସ୍କୃତିର ନିର୍ମାଣ କର୍ତ୍ତା ପ୍ରଭୁ ବିଶ୍ବକର୍ମା। ଅନ୍ୟପଟେ ଏଥି ପାଇ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ପୂଜା ମେଢ଼ରେ ଆରମ୍ଭ ହୋଇ ଗଲାଣି ବିଶ୍ୱକର୍ମାଙ୍କ ପୂଜା ବିଧି। ପୂଜା ପରେ ଆରମ୍ଭ ହେବ ଯାନ ବାହନ ସହିତ ଅନ୍ୟାନ୍ୟ ଯାନ୍ତ୍ରିକ ଆସବାବପତ୍ର ପାଇଁ ପୂଜା ଅର୍ଚ୍ଚନା।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ

Intro:ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା। ସୃଷ୍ଟି ର ନିର୍ମାଣ କର୍ତା, ସମସ୍ତ ବୈଷୟିକ ଜ୍ଞାନ କୌଶଳ ର ସ୍ରଷ୍ଟା , ହେଉଛି ଭଗବାନ ବିଶ୍ଵକର୍ମା। ନିର୍ମାଣ ଠାରୁ କରିଗରୀ କୌଶଳି ପର୍ଯ୍ୟନ୍ତ ଓ ଦେଵଲୋକ ର ସବୁଠାରୁ ବଡ଼ ହେଉଛନ୍ତି ବିଶ୍ଵକର୍ମା। ସେଥି ପାଇଁ ସାରା ଭାରତ ବର୍ଷ ସହ ରାଜଧାନୀ ଭୁବନେଶ୍ବର ମଧ୍ୟ ଚଳଚଞ୍ଚଳ ହୋଇ ପଡିଛି। ଭାରତୀୟ ସଂସ୍କୃତି ରେ ବିଶ୍ୱକର୍ମା ଙ୍କ ସ୍ଵତନ୍ତ୍ର ସ୍ଥାନ ରହିଛି । ଭାରତୀୟ ସଂସ୍କୃତି ରେ ଲଙ୍କା ନଗରୀ ଠାରୁ ଆରମ୍ଭ କରି ଲଙ୍କା ସାଂରାଜ୍ୟ ଯେଉଁ ସବୁ ତତ୍ୱ ଯୋଡି ହୋଇ ରହିଛି ସେ ସବୁ ର ନିର୍ମାଣ କର୍ତା ହେଲେ ପ୍ରଭୁ ବିଶ୍ୱକର୍ମା। ଅନ୍ୟ ପଟେ ଏଥି ପାଇ ରାଜଧାନୀ ଭୁବନେଶ୍ବର ର ବିଭିନ୍ନ ପୂଜା ମେଢ଼ ରେ ଆରମ୍ଭ ହୋଇ ଗଲାଣି ବିଶ୍ୱକର୍ମା ଙ୍କ ପୂଜା ବିଧି। ପୂଜା ପରେ ଆରମ୍ଭ ହେବ ଯାନ ବାହନ ସହିତ ଅନ୍ୟାନ୍ୟ ଯାନ୍ତ୍ରିକ ଆସବାବପତ୍ର ପାଇଁ ପୂଜା ଅର୍ଚ୍ଚନା।

Body:ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା। ସୃଷ୍ଟି ର ନିର୍ମାଣ କର୍ତା, ସମସ୍ତ ବୈଷୟିକ ଜ୍ଞାନ କୌଶଳ ର ସ୍ରଷ୍ଟା , ହେଉଛି ଭଗବାନ ବିଶ୍ଵକର୍ମା। ନିର୍ମାଣ ଠାରୁ କରିଗରୀ କୌଶଳି ପର୍ଯ୍ୟନ୍ତ ଓ ଦେଵଲୋକ ର ସବୁଠାରୁ ବଡ଼ ହେଉଛନ୍ତି ବିଶ୍ଵକର୍ମା। ସେଥି ପାଇଁ ସାରା ଭାରତ ବର୍ଷ ସହ ରାଜଧାନୀ ଭୁବନେଶ୍ବର ମଧ୍ୟ ଚଳଚଞ୍ଚଳ ହୋଇ ପଡିଛି। ଭାରତୀୟ ସଂସ୍କୃତି ରେ ବିଶ୍ୱକର୍ମା ଙ୍କ ସ୍ଵତନ୍ତ୍ର ସ୍ଥାନ ରହିଛି । ଭାରତୀୟ ସଂସ୍କୃତି ରେ ଲଙ୍କା ନଗରୀ ଠାରୁ ଆରମ୍ଭ କରି ଲଙ୍କା ସାଂରାଜ୍ୟ ଯେଉଁ ସବୁ ତତ୍ୱ ଯୋଡି ହୋଇ ରହିଛି ସେ ସବୁ ର ନିର୍ମାଣ କର୍ତା ହେଲେ ପ୍ରଭୁ ବିଶ୍ୱକର୍ମା। ଅନ୍ୟ ପଟେ ଏଥି ପାଇ ରାଜଧାନୀ ଭୁବନେଶ୍ବର ର ବିଭିନ୍ନ ପୂଜା ମେଢ଼ ରେ ଆରମ୍ଭ ହୋଇ ଗଲାଣି ବିଶ୍ୱକର୍ମା ଙ୍କ ପୂଜା ବିଧି। ପୂଜା ପରେ ଆରମ୍ଭ ହେବ ଯାନ ବାହନ ସହିତ ଅନ୍ୟାନ୍ୟ ଯାନ୍ତ୍ରିକ ଆସବାବପତ୍ର ପାଇଁ ପୂଜା ଅର୍ଚ୍ଚନା।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.