ETV Bharat / city

ଅନଲାଇନରେ ଶିକ୍ଷାଦାନ ଦେବେ ଦୃଷ୍ଟିବାଧିତ ଶିକ୍ଷକ ଶିକ୍ଷୟତ୍ରୀ

author img

By

Published : Aug 24, 2020, 5:53 PM IST

ଦୃଷ୍ଟି ବାଧିତ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଏବେ ଆଉ ସ୍କୁଲ କିମ୍ବା କଲେଜ ଆସିବେ ନାହିଁ । ସେମାନେ କଲେଜ ନଆସି ନିଜ ଘରେ ଅନଲାଇନରେ କ୍ଲାସ ନେଇ ପାରିବେ । ଅଧିକ ପଢନ୍ତୁ..

ଅନଲାଇନରେ ଶିକ୍ଷାଦାନ ଦେବେ ଦୃଷ୍ଟି ବାଧିତ ଶିକ୍ଷକ/ ଶିକ୍ଷୟତ୍ରୀ

ଭୁବନେଶ୍ବର: କୋରୋନା ମହାମାରୀ ପାଇଁ କଲେଜ ଓ ସ୍କୁଲ ବନ୍ଦ ରହିଛି । ଏହି ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନଲାଇନ ଜରିଆରେ ଶିକ୍ଷାଦାନ କରୁଛନ୍ତି । ହେଲେ ଏଥିପାଇଁ ଅନେକଙ୍କୁ ସ୍କୁଲ କିମ୍ବା କଲେଜ ଆସି ଅନଲାଇନ କ୍ଲାସ ନେବାକୁ ପଡୁଛି ।

ସୋମବାର ଏନେଇ ଉଛଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯେଉଁ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଦୃଷ୍ଟି ବାଧିତ । ସେମାନେ କଲେଜ ନଆସି ନିଜ ଘରେ ଅନଲାଇନରେ କ୍ଲାସ ନେଇ ପାରିବେ । ଏନେଇ ସମସ୍ତ କଲେଜ ଓ ୟୁନିଭରସିଟି ପ୍ରିନ୍ସିପାଲ ମାନଙ୍କୁ ଚିଠି ଲେଖି ଜଣାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭରାତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.