ETV Bharat / city

ଗୀତ ନାଁରେ ଗାଁର ନାମ ‘ରଙ୍ଗବତୀ’ - ବିଲଙ୍ଗ ରଙ୍ଗବତୀ

କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ବରେ ପରିତିତ ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ । ଆଉ ଏହି ରଙ୍ଗବତୀର ସ୍ରଷ୍ଟା ହେଉଛନ୍ତି ବିଲଙ୍ଗ ଗ୍ରାମର ପ୍ରସିଦ୍ଧ ସଂଗୀତକାର ଏବଂ କଣ୍ଠଳିଳ୍ପୀ ମିତ୍ରଭାନୁ ଗୌନ୍ତିଆ । ମିତ୍ରଭାନୁଙ୍କ ଗୀତର ନାମ ଆନୁଯାୟୀ ତାଙ୍କର ଗାଁ ର ନାମକୁ ବୁଧବାର ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି ‘ବିଲଙ୍ଗ ରଙ୍ଗବତୀ’ । ଅଧିକ ପଢନ୍ତୁ...

ଗୀତର ନାଁରେ ଗାଁର ନାଁ ‘ରଙ୍ଗବତୀ’
ଗୀତର ନାଁରେ ଗାଁର ନାଁ ‘ରଙ୍ଗବତୀ’
author img

By

Published : Jul 22, 2020, 4:26 PM IST

Updated : Jul 22, 2020, 7:16 PM IST

ଭୁବନେଶ୍ବର: ପ୍ରସିଦ୍ଧ ଲୋକକଳା ଗୀତ ରଙ୍ଗବତୀ ବଦଳାଇ ଦେଇଛି ଗାଁର ନାଁ । ଯେଉଁ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ଆଜି କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ବରେ ବେଶ ପରିଚିତ, ଏବେ ସେଇ ଗୀତକୁ ନେଇ ଗାଁର ନାମକରଣ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଯେଉଁ ଗାଁ ଦିନେ ବିଲୁଙ୍ଗ ନାଁରେ ପରିଚିତ ଥିଲା ଏବେ ସେହି ଗାଁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ପରିଚିତ ହେବ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗୀତ ନାଁରେ ଗାଁର ନାମ ‘ରଙ୍ଗବତୀ’

ରଙ୍ଗବତୀ ହେଉଛି ଓଡ଼ିଶାର ଅନ୍ୟତମ ଜନମାନସର ପ୍ରସିଦ୍ଧ ସଂଗୀତ । ଏହି ଗୀତ ଖାଲି ଓଡ଼ିଶା ନୁହେଁ ବରଂ ବିଶ୍ୱରେ ବି ବେଶ ଲୋକପ୍ରିୟତା ସାଉଁଟି ପାରିଛି । ଏହି ରଙ୍ଗବତୀ ଗୀତର ସ୍ରଷ୍ଟା ହେଉଛନ୍ତି ମିତ୍ରଭାନୁ ଗୌନ୍ତିଆ । ତାଙ୍କ ଗାଁ ସମ୍ବଲପୁରର ବାମରା ବ୍ଲକର ବିଲୁଙ୍ଗ । ରଙ୍ଗବତୀ ଭଳି ମିତ୍ରଭାନୁ ବି ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ତେଣୁ ଗାଁର ନାଁ ରଙ୍ଗବତୀ କରିବା ପାଇଁ ସ୍ଥାନୀୟ ଲୋକମାନେ ସରକାରଙ୍କ ନିକଟରେ ଦାବି କରିଥିଲେ । ଏଭଳି ଏକ ପ୍ରସ୍ତାବ ରାଜସ୍ୱ ବିଭାଗକୁ ଦିଆଯାଇଥିଲା । ବୁଧବାର ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗୀତର ନାଁରେ ଗାଁର ନାଁ ‘ରଙ୍ଗବତୀ’
ଗୀତର ନାଁରେ ଗାଁର ନାଁ ‘ରଙ୍ଗବତୀ’
ଗୀତ ନାଁରେ ଗାଁର ନାମ ‘ରଙ୍ଗବତୀ’
ଗୀତ ନାଁରେ ଗାଁର ନାମ ‘ରଙ୍ଗବତୀ’
ଗୀତ ନାଁରେ ଗାଁର ନାମ ‘ରଙ୍ଗବତୀ’
ଗୀତ ନାଁରେ ଗାଁର ନାମ ‘ରଙ୍ଗବତୀ’
ଗୀତ ନାଁରେ ଗାଁର ନାମ ‘ରଙ୍ଗବତୀ’
ଗୀତ ନାଁରେ ଗାଁର ନାମ ‘ରଙ୍ଗବତୀ’

ଭୁବନେଶ୍ବରରୁ ତପନ ଦାସ, ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jul 22, 2020, 7:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.