ETV Bharat / city

ମୋ ବସ ଷ୍ଟପରେ ପନିପରିବା ଓ ଗ୍ରୋସରୀ ବିକ୍ରି ଆରମ୍ଭ - bhubaneswar lockdown

ମୋ ବସ ଷ୍ଟପରେ ଉପଲବ୍ଧ ହେଲା ପନିପରିବା ଓ ଗ୍ରୋସରୀ ସାମଗ୍ରୀ । ଖୋଲିବ ୪୪ ଟି ଅସ୍ଥାୟୀ ହାଟ। ଅଧିକ ପଢନ୍ତୁ...

vegetable and grocery available in mo bus stop from today
ମୋ ବସ ଷ୍ଟପରେ ପନିପରିବା ଓ ତେଜରାଜି ବିକ୍ରି ଆରମ୍ଭ
author img

By

Published : Apr 9, 2020, 8:22 PM IST

ଭୁବନେଶ୍ବର: ମହାମାରୀ କୋରୋନା ସଂକ୍ରମଣରେ ରୋକ ଲଗେଇବା ପାଇଁ ବିଏମସି ପକ୍ଷରୁ ଦୈନିକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଜନସାଧାରଣଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରୟାସ ଜାରି ରହିଛି ବିଏମସି । ଗୁରୁବାର ରାଜଧାନୀ ଭୁବନେଶ୍ବରରେ ମୋ ବସ ଷ୍ଟପ ଗୁଡିକରେ ପନିପରିବା ବିକ୍ରି ହେଉଛି। ସକାଳ ୭ ଟା ରୁ ୧୦ ଟା ଓ ଅପରାହ୍ନ ୪ ଟାରୁ ସଂଧ୍ୟା ୭ ଟା ଯାଏ ମିଳିବ ପରିବା ଓ ଗ୍ରୋସରୀ ସାମଗ୍ରୀ । ଟୁଇଟ ଯୋଗେ ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ।

ମୋ ବସ ଷ୍ଟପରେ ପନିପରିବା ଓ ତେଜରାଜି ବିକ୍ରି ଆରମ୍ଭ

ସେହିପରି ଭୁବନେଶ୍ବରବାସୀଙ୍କୁ ଘର ପାଖରେ ପରିବା ପହଞ୍ଚାଇବ ବିଏମସି। ଭୁବନେଶ୍ବରରେ ଗୁରୁବାର ଠାରୁ ଖୋଲିବ ୪୪ ଟି ଅସ୍ଥାୟୀ ହାଟ। ଏହାଦ୍ବାରା ପରିବା ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.