ETV Bharat / city

ଉତ୍କଳ ଦିବସରେ ଉଦଘାଟିତ ହେଲା ବିଭିନ୍ନ ପ୍ରକଳ୍ପ - ବିଏମସି କମିଶନର

ଉତ୍କଳ ଦିବସରେ ଭୁବନେଶ୍ୱରରେ ବହୁ ପ୍ରକଳ୍ପର ଶୁଭାରମ୍ଭ କଲେ ବିଏମସି କମିଶନର ଓ ସ୍ଥାନୀୟ ବିଧାୟକ । ଅଧିକ ପଢନ୍ତୁ...

ଉତ୍କଳ ଦିବସରେ ରାଜଧାନୀରେ ଉଦ୍ଘାଟିତ ହେଲା ବିଭିନ୍ନ ପ୍ରକଳ୍ପ

author img

By

Published : Apr 1, 2021, 10:47 PM IST

ଭୁବନେଶ୍ବର: ଉତ୍କଳ ଦିବସରେ ଭୁବନେଶ୍ୱରରେ ବହୁ ପ୍ରକଳ୍ପର ଶୁଭାରମ୍ଭ କଲେ ବିଏମସି କମିଶନର ଓ ସ୍ଥାନୀୟ ବିଧାୟକ। ଭୁବନେଶ୍ୱରରେ ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଇ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦେଇଛି ବିଏମସି । ସ୍ମାର୍ଟସିଟିକୁ ଜିରୋ ଗାର୍ବେଜ ସହର କରିବା ଲକ୍ଷ୍ୟରେ 3 ଟି ଜୋନ ରେ ମାଇକ୍ରୋ କମ୍ପୋଜିଙ୍ଗ ସେଣ୍ଟର ନିର୍ମାଣ କରାଯାଇଥିଲା । ତେବେ ଉତ୍କଳ ଦିବସ ଅବସରରେ ମୋଟ ୮ ଟି ଏମସିସି ଉଦଘାଟିତ ହୋଇଛି ।

ଉତ୍କଳ ଦିବସରେ ରାଜଧାନୀରେ ଉଦ୍ଘାଟିତ ହେଲା ବିଭିନ୍ନ ପ୍ରକଳ୍ପ

ସାଉଥ ଇଷ୍ଟ ଯୋନରେ ୩ ଟି, ସାଉଥ ୱେଷ୍ଟ ଜୋନରେ ୩ ଟି ଏବଂ ନର୍ଥ ଜୋନରେ ୨ ଟି ଏମସିସି ଶୁଭାରମ୍ଭ କରିଛନ୍ତି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଉତ୍ତର ବିଧାୟକ ସୁଶାନ୍ତ ରାଉତ। ପୋଖରିପୁଟରେ ଏମସିସି ଶୁଭାରମ୍ଭ ସମୟରେ ବିଏମସି କମିଶନର ଉପସ୍ଥିତ ମଧ୍ୟ ଉଉସ୍ଥିତ ଥିଲେ । ଉତ୍କଳ ଦିବସରେ ଭୁବନେଶ୍ୱର ରେ ୮ ଟି ଏମସିସି ଶୁଭାରମ୍ଭ ହୋଇଛି । ପ୍ରାୟ ୮୦ ଲକ୍ଷ ଟଙ୍କାରେ ନିର୍ମିତ ଏମସିସି ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଅତ୍ୟନ୍ତ ସହାୟକ ହେବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.