ETV Bharat / city

ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ - ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ

ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ। ହଷ୍ଟେଲ ଖୋଲିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା। ଅଧିକ ପଢନ୍ତୁ...

ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ
ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ
author img

By

Published : Apr 9, 2021, 5:21 PM IST

ଭୁବନେଶ୍ବର: ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ। ହଷ୍ଟେଲ ଖୋଲିବା ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା। ଆଗକୁ କୋରୋନା ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତି ନିଆଯିବ।

ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ

ହଷ୍ଟେଲ ବନ୍ଦ ରହିବାକୁ ନେଇ ଶୁକ୍ରବାର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ । ଏନେଇ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଭେଟିଛନ୍ତି। ଛାତ୍ରଛାତ୍ରୀଙ୍କ ଡିମାଣ୍ଡ କୋର୍ସ ଶେଷ କରିବା ସହ ଅଧିକା ପାଠ ପଢିବା ପାଇଁ ହଷ୍ଟେଲରେ ରହିବା ଆବଶ୍ୟକତା ଅଛି।

ତେଣୁ ଏସମ୍ପର୍କରେ ସରକାର ଅବଗତ ହେଇଛନ୍ତି। ଆମେ ଉତ୍କଳ ବିଶ୍ଵବିଦ୍ୟାଳୟର ଭିସିଙ୍କୁ ଅନୁରୋଧ କରିବୁ ଏବଂ ବିଭାଗ ତରଫରୁ ନିଷ୍ପତି ନେବୁ। ହଷ୍ଟେଲ ଖୋଲାଥାଉ ଏବଂ କୋଭିଡ ଗାଇଡ ଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ।

ବର୍ତ୍ତମାନ ସ୍ଥିତିରେ ଅଭାବନୀୟ ପରିସ୍ଥିତି ଉପୁଜିନାହିଁ। ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ଆବଶ୍ୟକ। ଯଦି ଭବିଷ୍ୟତରେ କିଛି ଅସୁବିଧା ହୁଏ ତେବେ ହଷ୍ଟେଲ ବନ୍ଦ କରିବାର ନିଷ୍ପତି ନିଆଯିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.